ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - @11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

author img

By

Published : Aug 2, 2020, 11:00 AM IST

1.ବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: ଦେଶରେ 17ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ହୁହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଥିସହ ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 37ହଜାର ଟପିଛି..

2.କୋରୋନାରେ ଯୋଗୀଙ୍କ କ୍ୟାବିନେଟ ମନ୍ତ୍ରୀ ମୃତ

କୋରୋନା ଯୋଗୁଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ହୋଇଥିବା ଜଣାପଡିଛି..

3.ଭୂମି-ପୂଜନ ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଯିବେ ଯୋଗୀ

ଆଜି ପୁଣି ଥରେ ଅଯୋଧ୍ୟା ଗସ୍ତ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୂମି-ପୂଜନ ତାରିଖ ଘୋଷଣା ହେବା ପରେ ଏହା ଯୋଗୀଙ୍କ ଦ୍ବିତୀୟ ଗସ୍ତ..

4.ଆଜି ବସିବ ଆଇପିଏଲ ପରିଚାଳନା ପରିଷଦ ବୈଠକ

ବୈଠକରେ ଲିଗ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ । ଏଥିସହ କୋଭିଡ-19 ମହାମାରୀକୁ ନେଇ ଲାଗୁ ହେବାକୁ ଥିବା ଏସଓପି ମଧ୍ୟ ଜାରି କରାଯାଇପାରେ..

5.କେରଳ ସିଏମଙ୍କ ଇସ୍ତଫା ଦାବିରେ ଉପବାସ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଇସ୍ତଫା ଦାବିରେ ଆଜି ଦିନିକିଆ ଉପବାସ କରୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍..

6.ବନ୍ଧୁ ପାଇଁ ଦିନଟିଏ...ଶବ୍ଦ ନୁହେଁ ସ୍ବତନ୍ତ୍ର ଅନୁଭୂତି

ବନ୍ଧୁତାର ଅର୍ଥ ଅବର୍ଣ୍ଣନୀୟ । ଏହାର ମୂଲ୍ୟ ଓ ତାର ଗୁରୁତ୍ବ ବୁଝିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ..

7.EXCLUSIVE: ରାମ ମନ୍ଦିର ନିର୍ମାଣକୁ ନେଇ ବିଜେପି ନେତା ବିନୟ କଟିୟାରଙ୍କ ସହ ସାକ୍ଷାତକାର

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ବିଜେପି ନେତା ବିନୟ କଟିୟାରଙ୍କ ସହ ଇଟିଭି ଭାରତ ଏକ ସ୍ବତନ୍ତ୍ର ସାକ୍ଷାତକାର..

8.ବିଶ୍ବାସରେ ବିଷ: ମହାମାରୀ ସମୟରେ 1400 ଲିଟର ନକଲି ସାନିଟାଇଜର ଜବତ

କୋଲକାତାର ଦୁଇଟି ଦୋକାନରୁ ପ୍ରାୟ 1400 ଲିଟର ନକଲି ସାନିଟାଇଜର ଜବତ । 2 ଗିରଫ..

9.ଭୁବନେଶ୍ବରରେ ଖୋଲିବ ସପିଂ ମଲ୍, ବିଏମସିର ଏସଓପି ଜାରି

ରାଜଧାନୀ ଭୁବନେଶ୍ବରରେ ଖୋଲିବ ସପିଂ ମଲ୍ । ତେବେ ଏହାପୂର୍ବରୁ ବିଏମସି ପକ୍ଷରୁ ସପିଂ ମଲ୍ ଗୁଡିକ ପାଇଁ ନିୟମାବଳୀ(ଏସ୍ଓପି) ଜାରି ହୋଇଛି..

10.ଆସୁଛି ରାକ୍ଷୀ, ମନ ମୋହୁଛି ଅଟିଷ୍ଟିକ ପିଲାଙ୍କ ହାତ ତିଆରି ରାକ୍ଷୀ

ରାଜଧାନୀର ଅଟିଷ୍ଟିକ ପିଲାମାନେ ପ୍ରସ୍ତୁତ କରୁଛନ୍ତି ମନଲୋଭା ରଙ୍ଗ ବେରଙ୍ଗର ରାକ୍ଷୀ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.