ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 23, 2020, 11:05 AM IST

1.ଦେଶରେ ବେକାବୁ କୋରୋନା: ଦିନକରେ ସର୍ବାଧିକ 45,720 ଆକ୍ରାନ୍ତ, 1,129 ମୃତ

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଗୋଟିଏ ଦିନରେ ସର୍ବାଧିକ 45,720 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି..

2. କୋରୋନା ଭୟ; ଜେସିବି ସାହାଯ୍ୟରେ ପୋତିଲେ ମୃତଦେହ

ରୋନା କାଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ଜଣେ ଯୁବକଙ୍କ ମୃତଦେହକୁ ଜେସିବିରେ ନିଆଯାଇ ପୋତାଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି..

3.ସୁପ୍ରିମକୋର୍ଟରେ ରାଜସ୍ଥାନ ମାମଲା, ଆଜି ବାଚସ୍ପତିଙ୍କ ଯାଚିକାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡିଛି ।..

4.ସାମ୍ପ୍ରତିକ ସମସ୍ୟା ନେଇ ସାଉଦି ବୈଦେଶିକ ମନ୍ତ୍ରୀ-ଜୟଶଙ୍କରଙ୍କ ଆଲୋଚନା

ବୁଧବାର ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ ଫରହାନଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆଲୋଚନା କରିଛନ୍ତି..

5.ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା

ଲକଡାଉନର ସିଧା ପ୍ରଭାବ ପଡିଛି ସଡକ ଦୁର୍ଘଟଣା ଉପରେ । ଲକଡାଉନ ପିରିୟଡରେ ମୋଟ ୬୫ ପ୍ରତିଶତ କମିଛି ଦୁର୍ଘଟଣା ହାର..

6.ମେଡିକାଲରୁ ଖସି ମନ୍ଦିର ସାମ୍ନାରୁ ଧରାପଡିଲା କୋରୋନା ଆକ୍ରାନ୍ତ

ରାଜ୍ୟରେ କୋଭିଡ କେସ ଗ୍ରାଫ ବଢୁଛି । ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳରେ ଜଣେ କୋରୋନା ପଜିଟିଭ ମେଡିକାଲର ଝରକା ଭାଙ୍ଗି ଖସିପଳାଇଥିଲେ..

7.ବିଲୁଙ୍ଗ ଗାଁ ହେଲା ‘ରଙ୍ଗବତୀ ବିଲୁଙ୍ଗ’, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ରଙ୍ଗବତୀ ଗୀତ ଅନୁଯାୟୀ ଗୀତିକାରଙ୍କ ଗ୍ରାମକୁ ମଧ୍ୟ ରଙ୍ଗବତୀ ବୋଲି ନାମିତ କରାଯାଇଛି..

8. ୧ ଲକ୍ଷ ୪୦ ହଜାର ନିର୍ମାଣ ଶ୍ରମିକଙ୍କ ନାମ ହେବ ପଞ୍ଜୀକୃତ: ଶ୍ରମ ସଚିବ

ସମ୍ପ୍ରତି କୋରୋନା ମହାମାରୀ ପରିସ୍ଥିତିରେ ବାହାର ରାଜ୍ୟରୁ ଫେରି ଆସିଥିବା ୧ ଲକ୍ଷ ୪୦ହଜାର ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜୀକୃତ କରାଯିବ..

9.ରାଜସ୍ଥାନର ପୂର୍ବତନ ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ଗୁଳି କରି ହତ୍ୟା

ଗତକାଲି (ବୁଧବାର) ରାତିରେ ଅଜମେରର ସିନେ ୱାର୍ଲ୍ଡ ନିକଟରେ ରାଜସ୍ଥାନର ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି..

10.ସୌରଭ ଗାଙ୍ଗୁଲି ଓ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, ଘୁଞ୍ଚିଲା ଶୁଣାଣି ତାରିଖ

ଦୁଇ ସପ୍ତାହ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟ ଘୁଞ୍ଚାଇଲେ ସୌରଭ ଗାଙ୍ଗୁଲି ଓ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲାର ଶୁଣାଣି । ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଶୁଣାଣି ହୋଇପାରେ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.