ETV Bharat / bharat

TOPNEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...
TOPNEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jul 15, 2020, 11:08 AM IST

1. ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 618 ଆକ୍ରାନ୍ତ ଚିହ୍ନଟ । ସେପଟେ ଆଉ 3ଜଣଙ୍କ ମୁଣ୍ଡ ନେଲା କୋରୋନା ।

2. ରାଜସ୍ଥାନ ରାଜନୀତି: ବିଜେପିରେ ଯୋଗଦେବେନି ସଚିନ

ରାଜସ୍ଥାନର ଯୁବନେତା ସଚିନ ପାଇଲଟଙ୍କ ବଡ ଘୋଷଣା । ବିଜେପିରେ ଯୋଗଦେବେନି ବୋଲି ସଚିନଙ୍କ ସ୍ପଷ୍ଟୋକ୍ତି । ଅଧିକ ପଢନ୍ତୁ...

3. ରାଜସ୍ଥାନ ରାଜନୀତି: ସଚିନ ପାଇଲଟଙ୍କ ସମର୍ଥନରେ 3 ଜିଲ୍ଲା ସଭାପତିଙ୍କ ଇସ୍ତଫା

ସଚିନ ପାଇଲଟଙ୍କ ସମର୍ଥନରେ ଛୁଟୁଛି ଇସ୍ତଫାର ସୁଅ । ପିସିସି ସଭାପତି ଓ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନଙ୍କୁ ବିଦା କରିବା ପରେ ତାଙ୍କ ସମର୍ଥନରେ ଇସ୍ତଫା ଦେଉଛନ୍ତି ବିଭିନ୍ନ ଜିଲ୍ଲା ସଭାପତି ।

4. ଡେରାଡୁନ୍ କୋଠା ଭୁଶୁଡିବା ଘଟଣାରେ 3 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନର ଚୁକୁୱାଲା ଅଞ୍ଚଳରେ କୋଠା ଭୁଷୁଡିବା ଘଟଣାରେ 3 ମୃତ। ଏହାସହ 3 ଜଣ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

5. ମହାନଦୀ ଗର୍ଭରୁ ମହିଳା ଉଦ୍ଧାର

ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ପୋଲ ଉପରୁ ମହାନଦୀ ଗର୍ଭକୁ ଡେଇଁ ପଡିଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଡେଇଁ ପଡି ମହାନଦୀର ସ୍ରୋତରେ ଭାସି ଯାଉଥିବାବେଳେ ଦୁଇ ଜଣ ମତ୍ସ୍ୟଜୀବୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଅଧିକ ଖବର ପଢନ୍ତୁ...

6. ମେଘାଳୟ ବନ୍ୟା ସ୍ଥିତି ସଙ୍ଗାନ, 89000 ଲୋକ ପ୍ରଭାବିତ

ଆସାମ ପରେ ଏବେ ମେଘାଳୟରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ମେଘାଳୟ ପଶ୍ଚିମ ହିଲ୍ସ ଜିଲ୍ଲାରେ ପାଖାପାଖି 89 ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

7. ସୀମା ବିବାଦ: 14 ଘଣ୍ଟା ଧରି ଚାଲିଲା କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା

ପୂର୍ବ ଲଦାଖରେ ଭାରତ-ଚୀନ ବିବାଦକୁ ହ୍ରାସ କରିବାକୁ ଚୁସୁଲରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ପ୍ରାୟ 14.05 ଘଣ୍ଟା ଧରି ଚାଲିଥିଲା । ଅଧିକ ପଢନ୍ତୁ...

8. ତ୍ରିପୁରା ଆଣିଲା ବାଉଁଶର ପାଣି ବୋତଲ, ବଲିଉଡରୁ ଆସିଲା ପ୍ରଥମ ଅର୍ଡର

ପ୍ରଥମ ଥର ପାଇଁ ବଜାରକୁ ପ୍ରବେଶ କରିଛି ବାଉଁଶର ପାଣି ବୋତଲ। ତ୍ରିପୁରା ଏହାର ପ୍ରଥମ ହସ୍ତତନ୍ତ ଏବଂ ପରିବେଶ ଅନୁକୂଳ ଜୈବିକ ବାଉଁଶ ବୋତଲକୁ ଆଣିଛି। ଯାହା ବହୁ ପ୍ରଶଂସା ସାଉଁଟୁଥିବା ବେଳେ ବଲିଉଡରୁ ପ୍ରଥମ ଅର୍ଡର ବୁକ୍ ହୋଇସାରିଛି।

9. କୋଭିଡ ଯୋଦ୍ଧା ପାଇବେ ମାସିକ 10,000 ରିସ୍କ ଆଲାଉନ୍ସ: କର୍ଣ୍ଣାଟକ ସରକାର

କର୍ଣ୍ଣାଟକର ଗ୍ରୃପ ଡି କର୍ମଚାରୀଙ୍କ ପାଇଁ ଖୁସି ଖବର । ଦରମା ସହିତ (ରିକ୍ସ ଆଲାଉନ୍ସ) ବାବଦକୁ ମାସିକ 10 ହଜାର ଟଙ୍କା ଅଧିକ ପାଇବେ କର୍ମଚାରୀ । ଅଧିକ ପଢନ୍ତୁ....

10. 'ଅବିଶ୍ୱସନୀୟ' ଚାଇନିଜ ଟେକ୍ନୋଲୋଜି: ଟ୍ରମ୍ପ

କୋରୋନକୁ ନେଇ ଆମେରିକା-ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଚୀନର ଟେକ୍ନୋଲୋଜି ସୁରକ୍ଷା ପ୍ରତି ବିପଦ ଥିବା କହିଛନ୍ତି । ଏଥିସହ ସେ ହୁବାଇର କୌଣସି ଉପକରଣ ନ ବ୍ୟବହାର କରିବାକୁ ଅନ୍ୟ ଦେଶକୁ କହିଛନ୍ତି । ଅଧିକ ପଢନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.