ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jun 29, 2020, 11:05 AM IST

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ନିଯୁକ୍ତି ପୂର୍ବରୁ ଆତ୍ମହତ୍ୟା କଲେ ଓଏଏସ

ରାଜଧାନୀରେ ଚାଞ୍ଚଲ୍ୟ । ନିଯୁକ୍ତି ପୂର୍ବରୁ ଓଏଏସ ଅଧିକାରୀ ଅଭିଳାଶ ସ୍ବରୁପ ମହାପାତ୍ରଙ୍କ ଆତ୍ମହତ୍ୟା..

2.ଦେଶରେ 24 ଘଣ୍ଟାରେ 170560 କୋରୋନା ନମୁନା ପରୀକ୍ଷା କରାଯାଇଛି

ରବିବାର ସୁଦ୍ଧା ଦେଶରେ 83 ଲକ୍ଷ 98 ହଜାର 362ଟି କୋରୋନା ନମୁନା ପରୀକ୍ଷା କରାଯାଇଥିବା ସୂଚନା ଦେଇଛି ଆଇସିଏମଆର..

3. ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି: 23ଟି ଜିଲ୍ଲାର 9.3 ଲକ୍ଷ ଲୋକେ ପ୍ରଭାବିତ

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି । 23ଟି ଜିଲ୍ଲାର 9.3 ଲକ୍ଷ ଲୋକେ ପ୍ରଭାବିତ । 68, 806, 73 ହେକ୍ଟର ଫସଲ କ୍ଷୟକ୍ଷତି ହୋଇଥିବା ସୂଚନା..

4.ରାଜଧାନୀରେ ମହିଳା ଆଇଆଇସିଙ୍କୁ ଅସଦାଚରଣ

ରାୟଗଡା ରୋଡ ସେଫଟି ଇନ୍ସପେକ୍ଟର ଆଶ୍ରିତା ଫାଲକୋଇଙ୍କୁ ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ..

5.ଅନନ୍ତନାଗ ଏନକାଉଣ୍ଟରରେ 3 ଆତଙ୍କୀ ସଫା, AK 47 ଓ ପିସ୍ତଲ ଉଦ୍ଧାର

ଅନନ୍ତନାଗର କୁଲ ଖୁଲଚୋହର ଅଞ୍ଚଳରେ ଏନକାଉଣ୍ଟର । ଏଥିରେ 3 ଜଣ ଅଜ୍ଞାତ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି..

6.'ଜାତୀୟ କ୍ୟାମେରା ଦିବସ': ସୁଖ-ଦୁଃଖର ସାଥି କ୍ୟାମେରା

ପୁରଣା ସ୍ମୃତିକୁ ଯିଏ ଫେରେଇ ଦିଏ, ସେ ହେଉଛି 'କ୍ୟାମେରା' । ସେହି ପ୍ରିୟ କ୍ୟାମେରାକୁ ମଣିଷର ବନ୍ଧୁ କହିଲେ କିଛି ଭୁଲ ହେବ ନାହିଁ..

7.ଚୀନ ସୀମାକୁ ସଂଯୋଗ କରୁଥିବା ବ୍ରିଜକୁ ୬ ଦିନରେ ନିର୍ମାଣ କଲେ ସେନା

ଉତ୍ତରାଖଣ୍ଡର ପିଥୌରଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି କରାଯାଇଛି । ୭୦ ଶ୍ରମିକ ୬ ଦିନରେ ପ୍ରସ୍ତୁତ କଲେ ୧୨୦ ଫୁଟର ଲମ୍ବା ବ୍ରିଜ..

8.କଥା ରହସ୍ୟର, ଗାଥା ଭକ୍ତିର; ଅମରନାଥ

ଅନେକ ଶିବ ମନ୍ଦିର ଭିତରୁ ଅମରନାଥ ମନ୍ଦିର ଓ ଯାତ୍ରା ଅନ୍ୟତମ। ଏହି ମନ୍ଦିରର ରହିଛି କିଛି ସ୍ବତନ୍ତ୍ର ବୈଶିଷ୍ଟ୍ୟ..

9.କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ, ମୃତ୍ୟୁ ସଂଖ୍ୟା ଛୁଇଁଲା 9

କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ। ମୋଟ 1057 କୋରୋନା ମାମଲା ରହିଥିବା ବେଳେ 540 ରହିଛି ସକ୍ରିୟ ମାମଲା..

10.ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା, ନିଜ ଘର ଛାଡିକି ବାହାରକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକାବିଲା ପାଇଁ ନିଜ ଘର ଛାଡିକି ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.