ETV Bharat / bharat

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ସୁପ୍ରିମକୋର୍ଟରେ ହେବ ଶୁଣାଣି

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 22, 2020, 11:05 AM IST

1.ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଶହୀଦ

ପୁଞ୍ଛ ଜିଲ୍ଲାର କ୍ରିଷ୍ଣା ଘାଟି ଓ ମାନକୋଟ ସେକ୍ଟର ଏବଂ ରଜୋରୀର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ..

2. ରଥଯାତ୍ରା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ରଥଯାତ୍ରା ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନର ଶୁଣାଣି ହେବ । ଦିନ ୧୧ଟା ରେ ସୁପ୍ରମକୋର୍ଟର ଜଣିକିଆ ବେଞ୍ଚ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ...

3. ରାଜଧାନୀରେ ଲୁଚିଛନ୍ତି 5 ଆତଙ୍କୀ, ହାଇ ଆଲର୍ଟରେ ଦିଲ୍ଲୀ !

‘ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା’ର ୪ ରୁ 5 ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଛନ୍ତି । ସତର୍କତା ମୂଳକ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି..

4.ଦେଶରେ 24 ଘଣ୍ଟାରେ 14821 ନୂଆ ପଜିଟିଭ ରିପୋର୍ଟ, 445 ମୃତ

ବର୍ତ୍ତମାନ ଦେଶରେ ସଂକ୍ରମିତ କୋରୋନା ସଂଖ୍ୟା 4 ଲକ୍ଷ ଅତିକ୍ରମ କରିଛି..

5.24 ଘଣ୍ଟାରେ 14 ଆଇଟିବିପି ଯବାନ କୋରୋନା ପଜେଟିଭ

ଦେଶକୁ ବ୍ୟାପୁଛି କୋରୋନା । 24 ଘଣ୍ଟାରେ 14 ଆଇଟିବିପି ଯବାନ କୋରୋନା ପଜେଟିଭ । ମୋଟ ସଂଖ୍ୟା ଛୁଇଁଲା 58..

6.ଅନଲାଇନରେ ଧମକ ଓ ଗାଳିଗୁଲଜ ବନ୍ଦ ପାଇଁ ଶିଳ୍ପପତି ରତନ ଟାଟାଙ୍କ ଆହ୍ବାନ

ବିଶିଷ୍ଟ ଶିଳ୍ପପତି ରତନ ଟାଟା ସୋସିଆଲ ମିଡିଆରେ ଡରାଇବା ଓ ଧମକାଇବା ପୋଷ୍ଟକୁ ନେଇ ଟିପ୍ପଣୀ ଦେଇଛନ୍ତି..

7. କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

କୋରୋନା ଟୀକାକୁ ନିଜ ଶରୀରରେ ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀ ଭାବେ ଆଗେଇ ଆସିଲେ ସମ୍ବଲପୁରର ଅଙ୍କନ ନାଏକ । ନିଜ ଶରୀରରେ କଲେ ପରୀକ୍ଷା । ଅଧିକ ପଢନ୍ତୁ...

8.କୋରୋନା କଟକଣା ଭିତରେ କେମିତି ହେବ ରଥଟଣା, ଦେଖନ୍ତୁ ଭିଡିଓ...

କୋରୋନା କଟକଣା ଭିତରେ କେମିତି ରଥଯାତ୍ରା ହେବ ସେନେଇ ଆନିମେସନ ଜରିଆରେ ପୂରୀ SCS college ଛାତ୍ର ଏକ ଉପସ୍ଥାପନା କରିଛନ୍ତି..

9.ବିଶ୍ବବ୍ୟାପୀ କୋଭିଡ୍ ସଂକ୍ରମଣ ୯୦ ଲକ୍ଷ , ଆରୋଗ୍ୟ ହାର 43 ଲକ୍ଷ 93 ହଜାର

ରବିବାର ସୁଦ୍ଧା ବିଶ୍ବରେ 43 ଲକ୍ଷ 93 ହଜାର 6 ଲୋକେ କୋରୋନାକୁ ହରାଇ ବିଜୟ ଲାଭ କରିଛନ୍ତି। ଏହି ସମୟରେ ଭାଇରସ 4,65,285 ଜଣଙ୍କ ଜୀବନ ନେଇସାରିଛି..

10.କୋରୋନାରେ ଆଉ ଜଣେ ଫୁଟବଲରଙ୍କ ମୃତ୍ୟୁ

କୋରୋନା ନେଲା ପୁଣି ଆଉ ଜଣେ ଖେଳାଳୀଙ୍କ ଜୀବନ । ଇରାକର ମହାନ ଫୁଟବଲର ଅହମ୍ମଦ ରାଧିଙ୍କ 56ବର୍ଷରେ ଦେହାନ୍ତ ହୋଇଛି..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.