ETV Bharat / bharat

କୋରୋନାରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ, କିଛିଦିନ ପୂର୍ବେ 100ରୁ ଉର୍ଦ୍ଧ୍ବ ଲୋକଙ୍କ ସହ କରିଥିଲେ ପାର୍ଟି - hyderabad news

24 ଘଣ୍ଟା ମଧ୍ୟରେ ପୁଣି 1600 ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏମଧ୍ୟରେ ସହରର ଜଣେ ନାମୀଦାମୀ ଗହଣା ବ୍ୟବସାୟୀଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି ।

କୋରୋନାରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ
କୋରୋନାରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ
author img

By

Published : Jul 5, 2020, 1:47 PM IST

ହାଇଦ୍ରାବାଦ: 24 ଘଣ୍ଟା ମଧ୍ୟରେ ପୁଣି 1600 ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏମଧ୍ୟରେ ସହରର ଜଣେ ନାମୀଦାମୀ ଗହଣା ବ୍ୟବସାୟୀଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । କିଛି ଦିନ ତଳେ ସେ ଏକ ପାର୍ଟି ଦେଇଥିଲେ, ଯେଉଁଥିରେ 100ରୁ ଅଧିକ ଲୋକ ଯୋଗ ଦେଇଥିଲେ। ବର୍ତ୍ତମାନ ଏହା ସରକାରଙ୍କ ପାଇଁ ଚିନ୍ତାର ବିଷୟ । ଅନେକ ଗହଣା ବ୍ୟବସାୟୀ ଏହି ପାର୍ଟିରେ ଯୋଗ ଦେଇଥିଲେ ।

ପ୍ରଶାସନକୁ ଆଶଙ୍କା ରହିଛି ଯେ, ସେହି ପାର୍ଟିରେ ହିଁ କୋରୋନା ସଂକ୍ରମଣ ବ୍ୟାପିଛି ଓ ଯାହା ଫଳରେ ବ୍ୟବସାୟୀଙ୍କ ଶନିବାର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ତେଲେଙ୍ଗାନା ସରକାର ପ୍ରାଇଭେଟ ଲ୍ୟାବ ଗୁଡିକ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ଆଇସିଏମଆର୍ ଗାଇଡଲାଇନ୍ ପାଳୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ହାଇଦ୍ରାବାଦ ସହରରେ ବର୍ତ୍ତମାନ 23ଟି ପ୍ରାଇଭେଟ ଲ୍ୟାବ ରହିଛି । ରାଜ୍ୟରେ ହାଇଦ୍ରାବାଦ ବର୍ତ୍ତମାନ କୋଭିଡ-19 ହଟସ୍ପଟ । ରାଜ୍ୟର 50 ପ୍ରତିଶତ ମାମଲା ହାଇଦ୍ରାବାଦରେ ହିଁ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.