ETV Bharat / bharat

ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ - ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ

ଆଜି ମହରମ । ଚାରିଆଡେ ନିରାଡମ୍ବର ଭାବେ ପାଳନ ହେଉଛି ପର୍ବ। ଶୋଭାଯାତ୍ରା ସହ ରୋଜା କରିଥାନ୍ତି ପିଲାଠୁ ବୁଢା ।

ଡିଜାଇନ ଫଟୋ
author img

By

Published : Sep 10, 2019, 11:17 AM IST

ହାଇଦ୍ରାବାଦ: ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ରମଜାନ ପରେ ଏହା ଦ୍ବିତୀୟ ପବିତ୍ର ମାସ । ଦେଶର ପ୍ରାୟ ସବୁ ସ୍ଥାନରେ ପାଳନ ହୋଇଥାଏ ଏହି ପର୍ବ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଏକତ୍ରିତ ହୋଇ ପାଳନ୍ତି ଏହି ପର୍ବ । ମସଜିଦରେ ଜମିଥାଏ ଭିଡ,ସମସ୍ତେ ଏକାଠି ହୋଇ କରିଥାନ୍ତି ନମାଜ ପାଠ ।

କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଜଣାଇଥାନ୍ତି ଶୁଭେଚ୍ଛା । ଆଉ ଧୁମଧାମରେ ପ୍ରତ୍ୟକ ମୁସଲିମ ଘରେ ପାଳନ ହୋଇଥାଏ ମହରମ। ସେପ୍ଟେମ୍ବର 10 ତାରିଖ କର୍ବଲା ଯୁଦ୍ଧରେ ବାଦଶାହା ୟଜିଦଙ୍କ ସହ ଯୁଦ୍ଧରେ ଶହୀଦ ହୋଇଥିଲେ ହଜରତ ଇମାମ ହୁସେନ । ଇମାମ ହୁସେନ ଓ ତାଙ୍କ ପରିବାରକୁ 7 ଦିନ ବନ୍ଦି ରଖିବା ସହ ପାଣି ଓ ଖାଇବା ଦିଆଯାଇନଥିଲା । ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ରୋଜା ରଖି ଇମାମ ହୁସେନଙ୍କୁ ଦେଇଥାନ୍ତି ଶ୍ରଦ୍ଧାଞ୍ଜଳୀ । ତାଙ୍କର ସ୍ମୃତିରେ ଏହି ଦିନଟି ଉତ୍ସର୍ଗୀକୃତ ।

ଏହି ପର୍ବରେ ତାଜିୟା ଶୋଭାଯାତ୍ରାରେ ନଗର ପରିକ୍ରମା କରିଥାନ୍ତି ଲୋକେ । ସବୁଆଡେ ଅତି ନିରାଡମ୍ବର ଭାବେ ପାଳନ ହୋଇଥାଏ ମହରମ। ତେବେ ଏହି ପର୍ବରେ ନଥାଏ ଜାତିଭେଦ। ଭାଇଚାରାର ଡୋରରେ ବାନ୍ଧିରଖେ ଏହି ପର୍ବ । କିଛି ଅଞ୍ଚଳରେ ଏଥିରେ ସାମିଲ ହୋଇଥାନ୍ତି ହିନ୍ଦୁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.