ETV Bharat / bharat

ସାମାଜିକ ଦୂରତ୍ବ ରକ୍ଷା କରୁଛି ରୋବର୍ଟ... - ସାମାଜିକ ଦୂରତ୍ବ ରକ୍ଷା କରୁଛି ରୋବର୍ଟ

ସାମାଜିକ ଦୂରତ୍ବ ରକ୍ଷା କରୁଛି ରୋବର୍ଟ । ଏହି ରୋବର୍ଟ କାର୍ତ୍ତିକ ଭେଲାୟୁଥାମ ତିଆରି କରିଛନ୍ତି । ଅଧିକ ପଢନ୍ତୁ...

To Maintain Social Distancing, Tamil Nadu Man Sends His Robot To Shop
ସାମାଜିକ ଦୂରତ୍ବ ରକ୍ଷା କରୁଛି ରୋବର୍ଟ...
author img

By

Published : May 15, 2020, 6:41 AM IST

ଚେନ୍ନାଇ: ତାମିଲନାଡୁରେ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ଦ୍ବାରା ସ୍ବଳ୍ପ ମୂଲ୍ୟରେ ରୋବଟ୍ ତିଆରି ହୋଇଛି । ଏହି ରୋବଟ୍ ସାମାଜିକ ଦୂରତା ରକ୍ଷା କ୍ଷେତ୍ରରେ ସହାୟକ ହେବ । ଏହି ରୋବୋର ମୂଲ୍ୟ ୩,୦୦୦ ଟଙ୍କା ରହିଛି । ତେବେ ତାମିଲନାଡୁରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟପଟେ ମଦ ଦୋକାନ ଖୋଲିବା ଫଳରେ ସମସ୍ତେ ଦୋକାନ ଆଗରେ ଭିଡ କରୁଛନ୍ତି । ଯାହାକି କୋରୋନା ସଂକ୍ରମଣକୁ ଆହୁରି ବଢାଇବାର ଆଶଙ୍କା କରାଯାଉଛି । ଏଣୁ ଏହି ପରିସ୍ଥିତିରେ ସଂକ୍ରମଣକୁ ଦୂର କରିବା ପାଇଁ ରୋବଟ୍ ସାମାଜିକ ଦୂରତାକୁ ସଠିକ୍ ଭାବେ ପରିଚାଳନା କରିବ ବୋଲି ଉଦ୍ଭାବକ ଗୋଷ୍ଠୀର ଦାବି ରହିଛି । ଖୋଳରେ ତିଆରି ଏହି ରୋବଟ୍ କୁ ସ୍ମାର୍ଟଫୋନ୍ ଜରିଆରେ ପରିଚାଳିତ କରିହେବ । ଏହା ସହ ଏହାର କମାଣ୍ଡ ମଧ୍ୟ ସ୍ମାର୍ଟଫୋନ୍ ଦ୍ବାରା ସମ୍ଭବପର।

ତେବେ ଏହି ରୋବର୍ଟ ତିଆରି କରିଥିବା କାର୍ତ୍ତିକ ଭେଲାୟୁଥାମ ଏହାକୁ ଦୋକାନକୁ ମଧ୍ୟ ଜିନିଷ ଆଣିବା ପାଇଁ ପଠାଉଥିବା ଦେଖିବାକୁ ମିଳିଛି । ରୋବର୍ଟଟି ଏକାବେଳେ 50 କିଲୋଗ୍ରାମର ଜିନିଷ ଆଣିବାର କ୍ଷମତା ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.