ETV Bharat / bharat

କଟକଣା ହ୍ରାସର ସମୟ, ସୋମବାର ଦିଲ୍ଲୀ ପାଇଁ ହେବ ଗାଇଡଲାଇନ: ସିଏମ କେଜ୍ରିୱାଲ

author img

By

Published : May 17, 2020, 11:09 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି ଯେ ଦିଲ୍ଲୀ କେନ୍ଦ୍ରର ନିର୍ଦ୍ଦେଶାବଳୀ ଆଧାରରେ ଦିଲ୍ଲୀ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବ ଏବଂ ଆସନ୍ତାକାଲି ଏହାର ଘୋଷଣା କରିବେ ।

ଫଟୋ ସୌଜନ୍ୟ: ଟ୍ୱିଟର@ArvindKejriwal
ଫଟୋ ସୌଜନ୍ୟ: ଟ୍ୱିଟର@ArvindKejriwal

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ଆହୁରି 14 ଦିନ ଆହୁରି ବୃଦ୍ଧି କରାଯାଇଛି | ମେ 31 ଯାଏଁ ସମଗ୍ର ଦେଶରେ ଜାରି ରହିବ ଲକଡାଉନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ବାରା ଲକଡାଉନ୍ 4.0 ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଏପରିସ୍ଥଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି ଯେ ଦିଲ୍ଲୀ କେନ୍ଦ୍ରର ନିର୍ଦ୍ଦେଶାବଳୀ ଆଧାରରେ ଦିଲ୍ଲୀ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବ ଏବଂ ଆସନ୍ତାକାଲି ଏହାର ଘୋଷଣା କରିବ ।

ଫଟୋ ସୌଜନ୍ୟ: ଟ୍ୱିଟର@ArvindKejriwal
ଫଟୋ ସୌଜନ୍ୟ: ଟ୍ୱିଟର@ArvindKejriwal

ସିଏମ କେଜ୍ରିୱାଲ ଟ୍ବିଟରରେ କହିଛନ୍ତି ଯେ ଦିଲ୍ଲୀବାସୀଙ୍କ ଲକ୍ଷଲକ୍ଷ ପରାମର୍ଶ ଆଧାରରେ ଦିଲ୍ଲୀ ସରକାର ପଠାଇଥିବା ପ୍ରସ୍ତାବ ସହିତ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ମୁଖ୍ୟତଃ ମେଳ ଖାଉଛି ବୋଲି କହିଛନ୍ତି ।

ଯଦି କୋରୋନା ମାମଲା ବୃଦ୍ଧି ପାଇଛି ତେବେ ଆମେ ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏକ ଲକଡାଉନ୍ ପିରିୟଡ୍ ବ୍ୟବହାର କରିଛୁ । କିନ୍ତୁ ବର୍ତ୍ତମାନ ସମୟ ଆସିଛି ପ୍ରତିବନ୍ଧକକୁ କିଛି ମାତ୍ରାରେ ହ୍ରାସ କରିବାକୁ ବୋଲି ସିଏମ କେଜ୍ରିୱାଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.