ETV Bharat / bharat

LAHDC ଲେହ ସାଧାରଣ ପରିଷଦ ନିର୍ବାଚନ ଫଳାଫଳ, ଆଗୁଆ ବିଜେପି - BJP wins 8 constituencies in LAHDC Leh general council elections

ଲଦାଖରେ ଭାରତୀୟ ଜନତା ପାର୍ଟି ଷଷ୍ଠତମ LAHDC ଲେହସାଧାରଣ ପରିଷଦ ନିର୍ବାଚନରେ ବିଜୟୀ ହୋଇଛି । 23 ଅକ୍ଟୋବରରେ ମତଦାନ ହୋଇଥିବା ମୋଟ 26 ଟି ସିଟ୍ ମଧ୍ୟରୁ ଏପର୍ଯ୍ୟନ୍ତ ଘୋଷିତ 9 ଟି ଫଳାଫଳ ମଧ୍ୟରୁ ମୋଟ 8 ଟି ସିଟ୍ ବିଜେପି ଜିତିଛି। ଅଧିକ ପଢନ୍ତୁ...

LAHDC ଲେହ ସାଧାରଣ ପରିଷଦ ନିର୍ବାଚନ
LAHDC ଲେହ ସାଧାରଣ ପରିଷଦ ନିର୍ବାଚନ
author img

By

Published : Oct 26, 2020, 4:16 PM IST

ଲେହ: ଲଦାଖରେ ଭାରତୀୟ ଜନତା ପାର୍ଟି ଷଷ୍ଠତମ LAHDC ଲେହସାଧାରଣ ପରିଷଦ ନିର୍ବାଚନରେ ବିଜୟୀ ହୋଇଛି । 23 ଅକ୍ଟୋବରରେ ମତଦାନ ହୋଇଥିବା ମୋଟ 26 ଟି ସିଟ୍ ମଧ୍ୟରୁ ଏପର୍ଯ୍ୟନ୍ତ ଘୋଷିତ 9 ଟି ଫଳାଫଳ ମଧ୍ୟରୁ ମୋଟ 8 ଟି ସିଟ୍ ବିଜେପି ଜିତିଛି।

ଷଷ୍ଠ LAHDC ଲେହ ସାଧାରଣ ପରିଷଦ ନିର୍ବାଚନରେ ବିଜେପି ଏପର୍ଯ୍ୟନ୍ତ ଘୋଷିତ ଫଳାଫଳରେ ଆଗୁଆ ରହିଛି । ଦିସ୍କିଟ୍, ତୁର୍ତ୍ତୁକ୍, ତେଗାର, ପାନାମିକ୍ ଏବଂ ହୁଣ୍ଡାର ନିର୍ବାଚନମଣ୍ଡଳୀରେ ବିଜେପି ଜିତିଛି । ଏହାଛଡା ବିଜେପି ଟାଙ୍ଗସେ, କୁର୍ଜୋକ ଏବଂ ମାର୍ଟସେଲଙ୍ଗ ଆସନ ଜିତି ଆଗୁଆ ରହିଛି ।

ନିରପେକ୍ଷ ପ୍ରାର୍ଥୀ କନଚୋକ ଷ୍ଟାନଜିନ୍ ଚୁସୁଲ ବିଧାନସଭା ନିର୍ବାଚନରେ ବିଜେତା ଘୋଷିତ ହୋଇଥିବାବେଳେ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ନିଓମାରେ ଅଗ୍ରଣୀ ଅଛନ୍ତି। ଇଗୋ, କ୍ୟୁଙ୍ଗିଆମ୍, ସାକଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଅଗ୍ରଣୀ ରହିଛି । ସମସ୍ତ 26 ନିର୍ବାଚନମଣ୍ଡଳୀର ଅନ୍ତିମ ଫଳାଫଳ ଆଜି ସନ୍ଧ୍ୟା ପୂର୍ବରୁ ଆସିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.