ETV Bharat / bharat

ତିହାର ଜେଲ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ କୋରୋନା ପଜିଟିଭ

ଦେଶର ବିଭିନ୍ନ ଜେଲରେ କଏଦୀଙ୍କୁ କୋରୋନା ଓ ଜେଲ କର୍ମଚାରୀ ସଂକ୍ରମିତ ହେବା ଚିନ୍ତାଜନକ ହେବାରେ ଲାଗିଛି । ରବିବାର ତିହାର ଜେଲରେ ଜଣେ 45 ବର୍ଷୀୟ ସହକାରୀ ଅଧୀକ୍ଷକଙ୍କ କୋରୋନା ପଜିଟିଭ ରିପୋର୍ଟ ରେକର୍ଡ ହୋଇଛି ।

author img

By

Published : May 25, 2020, 1:18 AM IST

ତିହାର ଜେଲ
ତିହାର ଜେଲ

ନୂଆଦିଲ୍ଲୀ: ଜେଲକୁ ବ୍ୟାପିବାରେ ଲାଗୁଛି କୋରୋନା । ଦେଶର ବିଭିନ୍ନ ଜେଲରେ କଏଦୀଙ୍କୁ କୋରୋନା ଓ ଜେଲ କର୍ମଚାରୀ ସଂକ୍ରମିତ ହେବା ଚିନ୍ତାଜନକ ହେବାରେ ଲାଗିଛି । ରବିବାର ତିହାର ଜେଲରେ ଜଣେ 45 ବର୍ଷୀୟ ସହକାରୀ ଅଧୀକ୍ଷକଙ୍କ କୋରୋନା ପଜିଟିଭ ରିପୋର୍ଟ ରେକର୍ଡ ହୋଇଛି ।

ତିହାର ଜେଲ ରବିବାର ଏହାର ପ୍ରଥମ କୋରୋନା ଭାଇରସ୍ ମାମଲା ରିପୋର୍ଟ କରିଛି। ସେଣ୍ଟ୍ରାଲ୍ ଜେଲ୍ ନଂ 7 ରେ ପୋଷ୍ଟ ହୋଇଥିବା ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚେତ୍ରାମ ମୀନା ତିହାର ଜେଲର କର୍ମଚାରୀ ଆବାସିକ କମ୍ପ୍ଲେକ୍ସରେ ରହୁଥିଲେ । ସହକାରୀ ଅଧୀକ୍ଷକ ଶୁକ୍ରବାର ତାଙ୍କ ପରିବାରକୁ ଭେଟିବାକୁ ଘରକୁ ଯିବାକୁ ଚାହୁଁଥିଲେ କିନ୍ତୁ ସେତେବେଳ ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଇ ନଥିଲେ।

ତେବେ, ଯିବା ପୂର୍ବରୁ ସେ 22 ମେରେ ଆମ୍ରାପାଲି ହସ୍ପିଟାଲରେ COVID-19 ପରୀକ୍ଷା କରିଥିଲେ ଏବଂ ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଓ ପରିବାର ବର୍ଗଙ୍କୁ କ୍ବାରେନଣ୍ଟାଇନେ ରଖାଯିବ ଓ ପରେ କୋରୋନା ଟେଷ୍ଟ କରାଯିବ ବୋଲି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.