ETV Bharat / bharat

ଫ୍ରାନ୍ସରୁ ନନଷ୍ଟପ ଉଡାଣ ଭରି ଭାରତ ପହଞ୍ଚିଲା ଆଉ 3 ରାଫେଲ - India flight

ଫ୍ରାନ୍ସରୁ ନନଷ୍ଟପ ଉଡାଣ ଭରି ଭାରତେ ପହଞ୍ଚିଲା ଆଉ 3 ରାଫେଲ

author img

By

Published : Jan 27, 2021, 6:47 PM IST

Updated : Jan 27, 2021, 9:17 PM IST

18:42 January 27

ଫ୍ରାନ୍ସରୁ ନନଷ୍ଟପ ଉଡାଣ ଭରି ଭାରତ ପହଞ୍ଚିଲା ଆଉ 3 ରାଫେଲ

ନୂଆଦିଲ୍ଲୀ:ସୀମାରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଓ ଚୀନ ସହ ଜାରି ତିକ୍ତତା ମଧ୍ୟରେ ଭାରତରେ ଆସି ପହଞ୍ଚିଲା ଆଉ 3 ରାଫେଲ ଯୁଦ୍ଧ ବିମାନ । ତୃତୀୟ ପର୍ଯ୍ୟାୟ ରାଫେଲ ଫ୍ରାନ୍ସରୁ ନନ୍‌ଷ୍ଟପ୍‌ 7000 କିଲୋମିଟର ଉଡାଣ ଭରି ଭାରତରେ ପହଞ୍ଚିଛି ।

ଏହି 3 ରାଫେଲ ଭାରତରେ ପହଞ୍ଚିଥିବା ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏହାର ଶକ୍ତିରେ 11ଟି ରାଫେଲ ଯୋଡି ହୋଇଯିବ । ଗତବର୍ଷ ସେପ୍ଟେମ୍ବର 10ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।  

29 ଜୁଲାଇରେ ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା । ଯୁଦ୍ଧ ବିମାନ ଲଦାଖ ଅଞ୍ଚଳରେ ଉଡ଼ି ସାରିଛି। ଏଥର ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ନିଜର ପରାକ୍ରମ ଦେଖାଇଥିଲା ଭାରତର ବାହୁବଳୀ ରାଫେଲ । 

Last Updated : Jan 27, 2021, 9:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.