ETV Bharat / bharat

ତେଲେଙ୍ଗାନାରେ 3 ପ୍ରବାସୀ ଶ୍ରମିକ କୋରୋନା ପଜେଟିଭ - ପ୍ରବାସୀ ଶ୍ରମିକ କୋରୋନା ପଜେଟିଭ

ଗୁରୁବାର ତେଲେଙ୍ଗାନାରେ 15 ଜଣଙ୍କ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କ କୋରୋନା ରିପୋର୍ଟ ପଜେଟିଭ ରହିଛି । ରାଜ୍ୟ ବର୍ତ୍ତମାନ କୋରୋନା ସଂକ୍ରମଣ ରିପୋର୍ଟ 1,122ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Three migrant workers
Three migrant workers
author img

By

Published : May 8, 2020, 6:56 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କ୍ରମଶଃ କୋରୋନା ସ୍ଥିତି ଖରାପ ହେବାରେ ଲାଗୁଛି । ରାଜ୍ୟକୁ ପ୍ରବାସୀ ଶ୍ରମିକ ଚିନ୍ତା ମଧ୍ୟ ଘାରିଛି । ଏପରିସ୍ଥଳେ ଗୁରୁବାର ତେଲେଙ୍ଗାନାରେ 15 ଜଣଙ୍କ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କ କୋରୋନା ରିପୋର୍ଟ ପଜେଟିଭ ରହିଛି । ରାଜ୍ୟ ବର୍ତ୍ତମାନ କୋରୋନା ସଂକ୍ରମଣ ରିପୋର୍ଟ 1,122ରେ ପହଞ୍ଚିଛି ।

ରାଜ୍ୟରେ ପ୍ରବାସୀ ଶ୍ରମିକ କୋରୋନା ସଂକ୍ରମିତ ହେବା ପ୍ରଥମ ଘଟଣା । ପ୍ରବାସୀମାନଙ୍କ ମଧ୍ୟରେ ସନ୍ଦେହଜନକ କୋରୋନା ଲକ୍ଷଣ ପାଇଥିଲେ ଏବଂ ପରୀକ୍ଷା ପାଇଁ ନମୁନା ପଠାଇଥିଲେ | 15 ଜଣଙ୍କ ମଧ୍ୟରୁ 3 ଜଣ କୋରୋନା ସଂକ୍ରମିତ ଥିବା ରିପୋର୍ଟ ଆସିଥିଲା । ଏହାପରେ ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାମ ।

ଅବଶିଷ୍ଟ 12 ଟି ମାମଲା ଗ୍ରେଟର ହାଇଦ୍ରାବାଦରୁ ବୋଲି ଜଣାଯାଇଛି । ଯାହାକି ସମସ୍ତ ଜିଲ୍ଲା ମଧ୍ୟରେ ସର୍ବାଧିକ ପ୍ରଭାବିତ ହୋଇଥିଲା |

ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଅନୁଯାୟୀ ଗୁରୁବାର 45 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏହା ସହିତ, ଡିସଚାର୍ଜ ହୋଇଥିବା ଲୋକଙ୍କ ସଂଖ୍ୟା 693 କୁ ବୃଦ୍ଧି ପାଇଲା |

ବର୍ତ୍ତମାନ ରାଜ୍ୟରେ 400 ଟି ସକ୍ରିୟ ମାମଲା ରହିଛି। ଗୁରୁବାର ଦିନ କୌଣସି ମୃତ୍ୟୁ ହୋଇନଥିଲା । ବର୍ତ୍ତମାନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 29 ରେ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.