ETV Bharat / bharat

ଜମ୍ମୁ-କାଶ୍ମୀରରେ ହିମ-ସ୍ଖଳନ, 3 ଯବାନ ନିଖୋଜ

author img

By

Published : Dec 3, 2019, 11:56 PM IST

ଜମ୍ମୁ-କାଶ୍ମୀରରେ ହିମସ୍ଖଳନ । 3 ଯବାନ ନିଖୋଜ । ଉଦ୍ଧାର କାର୍ଯ୍ୟ ଜାରି ।

jawans are missing
ଜମ୍ମୁ-କାଶ୍ମୀରରେ ହିମ-ସ୍ଖଳନ, 3 ଯବାନ ନିଖୋଜ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ହିମସ୍ଖଳନ । 3 ଯବାନ ନିଖୋଜ । କୁପୱାରା ଅଞ୍ଚଳର ତଙ୍ଗଧର ଅଞ୍ଚଳରେ ଏହି ଘଟଣା ଘଟିଛି । ସେପଟେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଗତକିଛି ଦିନ ଧରି ଭୂସ୍ବର୍ଗରେ ପ୍ରବଳ ବରଫ ପାତ ଜାରି ରହିଛି।

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ହିମସ୍ଖଳନ । 3 ଯବାନ ନିଖୋଜ । କୁପୱାରା ଅଞ୍ଚଳର ତଙ୍ଗଧର ଅଞ୍ଚଳରେ ଏହି ଘଟଣା ଘଟିଛି । ସେପଟେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଗତକିଛି ଦିନ ଧରି ଭୂସ୍ବର୍ଗରେ ପ୍ରବଳ ବରଫ ପାତ ଜାରି ରହିଛି।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.