ETV Bharat / bharat

ଦୀପାବଳି ଦିନ ମୋଦିଙ୍କ 'ମନ କି ବାତ' - ମୋଦିଙ୍କ ମନ କି ବାତ

ଅକ୍ଟୋବର 27 ଦୀପାବଳି ଦିନ ରେଡିଓରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ । ନମୋ ଆପ ଜରିଆରେ ବିଚାର ସେୟାର କରିବାକୁ ମୋଦିଙ୍କ ଅପିଲ ।

ଡିଜାଇନ ଫଟୋ
author img

By

Published : Oct 15, 2019, 10:28 AM IST

ନୂଆଦିଲ୍ଲୀ: ଚଳିତ ମାସ 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ଜରିଆରେ ଦେଶବାସୀଙ୍କ ସମ୍ବୋଧିତ କରିବେ । ଏ ନେଇ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ଦିନ ଦୀପାବଳି ମଧ୍ୟ ପଡୁଅଛି । ଏହା ମୋଦିଙ୍କ ଦ୍ବିତୀୟ ପାଳିର ପଞ୍ଚମ ମନ କି ବାତ କାର୍ଯ୍ୟକ୍ରମ ।

@narendramodi
ଫଟୋ ସୌଜନ୍ୟ: ଟ୍ବିଟର @narendramodi

ନିଜର ଆଗାମୀ ମନ କି ବାତ କାର୍ଯ୍ୟକ୍ରମ ପାଇଁ ମୋଦି ଜନସଧାରଣଙ୍କୁ ନିଜର ବିଚାର ସେୟାର କରବା ପାଇଁ ଟ୍ବିଟ କରି ଅପିଲ କରିଛନ୍ତି । ସାଧାରଣ ଜନତା 1800-11-7800 ନମ୍ବରକୁ କଲ କରି କିମ୍ବା ନମୋ ଆପ ଜରିଆରେ ନିଜର ବିଚାର ସେୟାର କରିପାରିବେ । ଏଥର ଦୀପାବଳିକୁ କନ୍ୟାଙ୍କ ଉଦ୍ଦେଶ୍ୟରେ ପାଳନ କରିବାକୁ ମୋଦି ନିଜ ପୂର୍ବ ‘ମନ କି ବାତ’ କାର୍ଯ୍ୟକ୍ରମରେ କହିଥିଲେ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.