ETV Bharat / bharat

ଆମ୍ବର ନାମ ‘‘ ଏଚଏସ ଅମିତ ଶାହ’’

ଆମ୍ବ ଗଛଗୁଡିକର ନାମ ଅମିତ ଶାହା । କାରଣ ଏହି ଆମ୍ବଗୁଡିକର ବ୍ୟକ୍ତିତ୍ତ୍ବ ଅମିତ ଶାହାଙ୍କ ବ୍ୟକ୍ତିତ୍ବ ସହ ଖାପ ଖୁଆଏ । ତେଣୁ ମୁଁ ଏହି ଆମ୍ବଗଛ ଗୁଡିକର ନାମ ଅମିତ ଶାହ ଦେଇଛି ବୋଲି କହିଛନ୍ତି ଆମ୍ବର ଉତ୍ପାଦକ ପଦ୍ମଶ୍ରୀ କଲ୍ଲାମୁଲା ଖାନ ।

ଫାଇଲ ଫଟୋ
author img

By

Published : Jun 16, 2019, 4:31 AM IST

ଲକ୍ଷ୍ନୌ: ଆମ୍ବର ଉତ୍ପାଦକ ପଦ୍ମଶ୍ରୀ କଲ୍ଲାମୁଲା ଖାନଙ୍କୁ କିଛି ଲୋକ ‘‘ ମ୍ୟାଙ୍ଗୋ ମ୍ୟାନ’’ ରୂପରେ ମଧ୍ୟରେ ଜାଣିଥାନ୍ତି । ତେବେ ସେ ଏଥର ଏପରି କିଛି ଆମ୍ବ ଗଛ ଲଗାଇଛନ୍ତି ଯାହାର ନାମ ସେ‘‘ ଏଚଏସ୍ ଅମିତ୍ ଶାହା’’ ରଖିଛନ୍ତି ।
ତେବେ ଏନେଇ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି, ‘‘ଲୋକମାନେ ଆସନ୍ତି ଏବଂ ଚାଲିଯାଆନ୍ତି କିନ୍ତୁ ଫଳ ସବୁବେଳେ ରହିଥାଏ । ତେଣୁ ମୁଁ ଭଲ ଲୋକମାନଙ୍କ ନାମରେ ଏହି ଆମ୍ବଗଛଗୁଡିକର ନାମ ରଖେ କାରଣ ସେମାନେ ଚାଲିଗଲେ ମଧ୍ୟ ମୁଁ ଚାହେଁ ସେମାନଙ୍କୁ ଲୋକେ ମନେ ରଖନ୍ତୁ ।

ଏଥିସହ ସେ କହିଛନ୍ତି ଏହି ଆମ୍ବ ଗଛଗୁଡିକର ନାମ ଅମିତ ଶାହା ରଖିବାର କାରଣ ଏହା ଯେ, ଏହି ଆମ୍ବଗୁଡିକର ବ୍ୟକ୍ତିତ୍ୟ ଅମିତ୍ ଶାହାଙ୍କ ବ୍ୟକ୍ତିତ୍ବ ସହ ଖାପ ଖୁଆଏ । ତେବେ ମୁଁ ଏହା ପୂର୍ବରୁ ବିଭିନ୍ନ ଆମ୍ବରେ ଐଶ୍ବର୍ଯ୍ୟା, ସଚିନ ତେନ୍ଦୁଲକର, ଅଖିଲେଶ , କଲାମ ସାହେବ ଏବଂ ବଚନ ସାହେବଙ୍କ ଭଳି ଭଲ ଲୋକଙ୍କ ନାମରେ ଆମ୍ବ ଗୁଡିକର ନାମ ରଖିଛି ।

Intro:Body:

FDB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.