ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦକୁ ନେଇ ସୁପ୍ରିମକୋର୍ଟର ଐତିହାସିକ ରାୟ ଆସିସାରିଛି । ତେବେ ଏନେଇ ପୂର୍ବଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମେ ଚାହୁଁଥିବା ସ୍ଥାନରେ ରାମଙ୍କ ମନ୍ଦିର ନିର୍ମାଣ ହେବ । ଏଥିସହ 5ଏକର ଜମିରେ ମସଜିଦ୍ । ଏବେ ଆମମାନଙ୍କୁ ଦେଶର ନିର୍ମାଣ ବିଷୟରେ ଚିନ୍ତା କରିବା ଦରକାର ।