ETV Bharat / bharat

ନାଏବ ସୁବେଦାର ସୁନୀଲ ରାଓ ସାହେବଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

author img

By

Published : Oct 23, 2019, 5:13 PM IST

ମଙ୍ଗଳବାର ନୌସେରା ସେକ୍ଟରରେ ଗୁଳିବିନିମୟରେ ଶହୀଦ ହୋଇଥିବା ନାଏବ ସୁବେଦାର ସୁନୀଲ ରାଓସାହେବଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି । 24 ମରାଠାର ଜୁନିୟର କମାଣ୍ଡ ଅଫିସର ସୁନୀଲ ରାଓ ଫରଓ୍ବାର୍ଡ ପୋଷ୍ଟରେ କାର୍ଯ୍ୟରତ ଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ନାଏବ ସୁବେଦାର ସୁନୀଲ ରାଓ ସାହେବଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଜାମ୍ମୁ ଓ କାଶ୍ମୀରରେ ସୁନୀଲଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ରାଓସାହେବଙ୍କୁ ସେନା ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତୋପ ସଲାମୀ ଦିଆଯାଇଛି ।

ମଙ୍ଗଳବାର ନୌସେରା ସେକ୍ଟରରେ ହୋଇଥିବା ଗୁଳିବିନିମୟରେ ନାଏବ ସୁବେଦାର ସୁନୀଲ ରାଓସାହେବ ଶହୀଦ ହୋଇଥିଲେ । ଗୁଳିବିନିମୟରେ ସୁନୀଲ ପ୍ରଥମେ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । 24 ମରାଠାର ଜୁନିୟର କମାଣ୍ଡ ଅଫିସର ସୁନୀଲ ରାଓ ଫରଓ୍ବାର୍ଡ ପୋଷ୍ଟରେ କାର୍ଯ୍ୟରତ ଥିଲେ । 40 ବର୍ଷୀୟ ସୁନୀଲଙ୍କ ଘର ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ଦହିଗାଁରେ ।

Intro:Body:

Test 3  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.