ETV Bharat / bharat

ଏବେ ସୁଦ୍ଧା ଦେଶରେ 8227802 କୋରୋନା ପରୀକ୍ଷା କରାଯାଇଛି: ICMR - ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ

24 ଘଣ୍ଟାରେ ଦେଶରେ 2 ଲକ୍ଷ 31 ହଜାର 95 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 82 ଲକ୍ଷ 27 ହଜାର 802 କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ସୂଚନା ଦେଇଛନ୍ତି ।

icmr
ଏବେସୁଦ୍ଧା ଦେଶରେ 8227802 କୋରୋନା ପରୀକ୍ଷା କରାଯାଇଛି
author img

By

Published : Jun 28, 2020, 12:49 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଏବେ ପ୍ରତ୍ୟେକ ଦିନ ଦେଶରୁ ପାଖାପାଖି 20 ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ ବର୍ତ୍ତମାନ କୋରୋନା ଟେଷ୍ଟ ମଧ୍ୟ ବଢାଯାଇଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 2 ଲକ୍ଷ 31 ହଜାର 95 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 82 ଲକ୍ଷ 27 ହଜାର 802 କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 19 ହଜାର 906 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 28 ହଜାର 859ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 203051 ଆକ୍ରାନ୍ତ ଆକ୍ଟିଭ, 309713 ଆକ୍ରାନ୍ତ ସୁସ୍ଥ ଏବଂ 16095 ଆକ୍ରାନ୍ତ ପ୍ରାଣ ହରାଇଥିବା ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.