ETV Bharat / bharat

ଉତ୍ତରପ୍ରଦେଶରେ କୋରୋନା ପଜିଟିଭ ସଂଖ୍ୟା 308କୁ ବୃଦ୍ଧି - up news

ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର 37ଟି ଜିଲ୍ଲା କୋରୋନା ଦ୍ୱାରା ପ୍ରଭାବିତ ହୋଇଛି। ଅଧିକ ପଢନ୍ତୁ....

corona positive
ଉତ୍ତରପ୍ରଦେଶରେ କୋରୋନା ପଜିଟିଭ ସଂଖ୍ୟା 308କୁ ବୃଦ୍ଧି
author img

By

Published : Apr 7, 2020, 12:37 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆହୁରି 25 ଜଣଙ୍କର ରିପୋର୍ଟ ପଜିଟିଭ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 308କୁ ବୃଦ୍ଧି ପାଇଛି । ସଂକ୍ରାମକ ରୋଗ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିକାଶେନ୍ଦୁ ଅଗ୍ରୱାଲ କହିଛନ୍ତି ଯେ, ରାଜ୍ୟର 37ଟି ଜିଲ୍ଲା କୋରୋନା ଦ୍ୱାରା ପ୍ରଭାବିତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା 308 କୋରୋନା ପଜିଟିଭ ମଧ୍ୟରୁ ସର୍ବାଧିକ 58ଟି ନୋଏଡାରୁ ଆସିଛନ୍ତି ।

  • Hang in there, Prime Minister @BorisJohnson! Hope to see you out of hospital and in perfect health very soon.

    — Narendra Modi (@narendramodi) April 6, 2020 " class="align-text-top noRightClick twitterSection" data=" ">

ଏପର୍ଯ୍ୟନ୍ତ ସମୁଦାୟ 5255 ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ଏବଂ ଏଥିରୁ 4796 ଟି ରିପୋର୍ଟ ନକାରାତ୍ମକ ଆସିଛି । 179 ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ । ଏପର୍ଯ୍ୟନ୍ତ ଚାଇନା ସମେତ ବିଭିନ୍ନ ଦେଶରୁ ଫେରିଥିବା 61 ହଜାର 537 ଜଣଙ୍କୁ ଚିହ୍ନଟ କରାଯାଇଛି । 19 ହଜାର 334 ରବିବାର ଏହି ଲୋକଙ୍କୁ ଚିହ୍ନିଟ କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.