ETV Bharat / bharat

କୋରୋନା ଯୋଦ୍ଧାଙ୍କ ପାଇଁ ଜରୁରୀ ଉପକରଣ ଦାନ କଲେ ନାବାଳକ - bhopal

କୋରୋନା ଯୋଦ୍ଧାଙ୍କ ପାଇଁ ଜରୁରୀ ଉପକରଣ ଦାନ କଲେ ନାବାଳକ । ନିକଟରେ ସେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ସ୍ବରୂପ 10 ହଜାର ଟଙ୍କା ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

The minor donated essential equipment to the Corona warrior
କୋରୋନା ଯୋଦ୍ଧାଙ୍କ ପାଇଁ ଜରୁରୀ ଉପକରଣ ଦାନ କଲେ ନାବାଳକ
author img

By

Published : May 21, 2020, 7:23 PM IST

ଭୋପାଳ: ବୟସ କମ ହେଲେ ବି ଉଚ୍ଚ ଅଭିଳାଷ । ସେଥିପାଇଁ ତ ନିଜର କୁନି କୁନି ପିଲା ବି କରିଯାନ୍ତି ବଡ କାମ । ସମସ୍ତଙ୍କ ଆଗରେ ପାଲଟନ୍ତି ବଡ ଉଦାହରଣ । ତେଣୁ ମଧ୍ୟପ୍ରଦେଶର ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ର ଆୟୁଷ ନିଜର ପୁରସ୍କାର ଟଙ୍କାରେ କିଛି ଜିନିଷ କୋଭିଡ-19 ୱାରିଅରଙ୍କ ପାଇଁ ଦାନ କରିଛନ୍ତି ।

ବାଳ ପୁରସ୍କାର ବିଜେତା 16 ବର୍ଷ ବାଳକ ଆୟୁଷ । ନିକଟରେ ସେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ସ୍ବରୂପ 10 ହଜାର ଟଙ୍କା ଗ୍ରହଣ କରିଥିଲେ । ସେହି ଅର୍ଥ ସେ ଖର୍ଚ୍ଚ ନକରି ରଖିଥିଲେ । ଦେଶର ଏଭଳି ପରିସ୍ଥିତିରେ ଛୋଟିଆ ସାହାଯ୍ୟ ହୋଇପାରିବା ଉଦ୍ଦେଶ୍ୟରେ ସେ ଦାନ କରିଛନ୍ତି ।

କୋରୋନା ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଏତେ ବଡ ବିପରେ ଛିଡା ହେଉଛନ୍ତି । ତେଣୁ ସେମାନଙ୍କୁ ଯଥେଷ୍ଟ ସମ୍ମାନ ଏବଂ ସୁରକ୍ଷା ଯୋଗାଇବା ଆମର କର୍ତ୍ତବ୍ୟ । ପରିବାରର ସମର୍ଥନ ଯୋଗୁଁ ଆୟୁଷ ଆଜି ଆଗକୁ ଆସିପାରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.