ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି - ppe kit

କୋରୋନା ସମୟରେ ଦିନରାତି ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟସ୍ତ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷିତ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ସରକାର । ଏହି ପ୍ରରିପେକ୍ଷିରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କିଛି ନିର୍ଦ୍ଦେଶାବଳୀ ଜାର କରିଛି ସ୍ବାସ୍ଥ୍ୟମନ୍ତ୍ରାଳୟ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି

author img

By

Published : May 2, 2020, 3:21 PM IST

ନୂଆଦିଲ୍ଲୀ: କୋଭିଡ-19 ଆକ୍ରାନ୍ତଙ୍କ ଚିକିତ୍ସା ଯେଉଁ ଡାକ୍ତରଖାନାରେ କରାଯାଉନାହିଁ । ସେହି ମେଡିକାଲର ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପିପିଇ କିଟର ବ୍ୟବହାର ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି । ନିମ୍ନ, ମଧ୍ୟମ କିମ୍ବା ଉଚ୍ଚ ବିପଦପୂର୍ଣ୍ଣ କ୍ଷେତ୍ରରେ ପିପିଇ କିପରି ବ୍ୟବହାର କରାଯିବା ଉଚିତ ତାହା ମନ୍ତ୍ରଣାଳୟ ବ୍ୟାଖ୍ୟା କରିଛି। ମନ୍ତ୍ରଣାଳୟର ଡାକ୍ତରଖାନାର ବିଭିନ୍ନ ବିଭାଗକୁ ନିମ୍ନ, ମଧ୍ୟମ ଏବଂ ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରେ ବିଭକ୍ତ କରାଯାଇଛି ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ପିପିଇର ସମସ୍ତ ଉପାଦାନଗୁଡିକ ଉଚ୍ଚ ବିପଦପୂର୍ଣ୍ଣ ବିଭାଗରେ ବ୍ୟବହୃତ ହେବା ଉଚିତ୍ । ସେହିପରି କମ୍ ବିପଦପୂର୍ଣ୍ଣ ବିଭାଗରେ ଟ୍ରିପଲ୍ ଲେୟାର୍ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏହା ବ୍ୟତୀତ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟମ ବିପଦ ବିଭାଗଗୁଡିକ N-95 ମାସ୍କ, ଚଷମା ଏବଂ ଗ୍ଲୋଭସ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.