ETV Bharat / bharat

ପୁଣି କୋର୍ଟଙ୍କ ଦ୍ବାରସ୍ଥ ହେଲେ ନିର୍ଭୟା ଦୋଷୀଙ୍କ ଓକିଲ - ପଟିଆଲା ହାଉସ କୋର୍ଟର ଦ୍ବାରସ୍ଥ

ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ପୁଣି ପଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

application before Patiala House Court
ପୁଣି କୋର୍ଟର ଦ୍ବାରସ୍ଥ ହେଲେ ନିର୍ଭୟା ଦୋଷୀଙ୍କ ଓକିଲ
author img

By

Published : Jan 24, 2020, 3:29 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ପୁଣି ପଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦୋଷୀ ବିନୟ ପୱନ ଓ ଅକ୍ଷୟର ଦୟା ଯାଚିକା ପାଇଁ କାଗଜପତ୍ର ଆବଶ୍ୟକ ଥିବା ସେ କୋର୍ଟରେ ଦର୍ଶାଇଛନ୍ତି।

ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀ ବିନୟ, ପୱନ ଓ ଅକ୍ଷୟର ଦୟା ଯାଚିକା ଦାଖଲ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଦେବାକୁ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଏହା ସହ ଦୟା ଯାଚିକା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ବିଳମ୍ବ କରୁଥିବା ସେ ଉଲ୍ଲେଖ କରିଛନ୍ତି।

କିଛିଦିନ ତଳେ ଦିଲ୍ଲୀର ଆପେକ୍ସ କୋର୍ଟ ବିନୟ ଓ ମୁକେଶର ଦୟା ଯାଚିକାକୁ ରଦ୍ଦ କରିଥିଲେ । ଏହା ସହ ବୁଧବାର କେନ୍ଦ୍ର ସରକାର ଦୋଷୀଙ୍କ ମୃତ୍ୟୁଦଣ୍ଡ ପାଇଁ 7 ଦିନିଆ ଡେଡ ଲାଇନ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ଫେବୃଆରୀ 1 ତାରିଖରେ 4 ଜଣଙ୍କୁ ଫାଶୀ ଦିଆଯିବାର ନିଷ୍ପତ୍ତି ନିଆଯାଇଛି।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.