ETV Bharat / bharat

ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ

ଦିନକୁ ଦିନ ମହିଳାଙ୍କ ଉପରେ ବଢୁଛି ପାଶବିକ ଅତ୍ୟାଚାର । ଉତ୍ତରପ୍ରଦେଶର ମେରଠରେ ଥଣ୍ଡା ପାନୀୟରେ ନିଶା ଦେଇ ଜଣେ 15ବର୍ଷର ନାବାଳିକାକୁ ଦୁର୍ଷ୍କମ ଘଟଣାରେ ଦୁଇ ଜଣ ଗିରଫ ।

author img

By

Published : Oct 5, 2020, 4:52 PM IST

The juvenile is abused by intoxicating cold drinks in Meerut
ନିଶା ଦେଇ ଦୁର୍ଷ୍କମ ସହ ଭିଡିଓ ଭାଇରାଲ ଘଟଣାରେ ଦୁଇ ଗିରଫ

ଲକ୍ଷ୍ନୌ: ଦେଶରେ ଥମୁନି ଲଜ୍ୟା । ଉତ୍ତରପ୍ରଦେଶର ମେରଠରେ ଥଣ୍ଡା ପାନୀୟରେ ନିଶା ଦେଇ ଜଣେ 15ବର୍ଷର ନାବାଳିକାକୁ ଦୁର୍ଷ୍କମ ହୋଇଛି ।

ଦିନକୁ ଦିନ ରାଜ୍ୟରେ ମହିଳାଙ୍କ ଉପରେ ବଢିଚାଲିଛି ପାଶବିକ ଅତ୍ୟାଚାର । ୟୁପିରେ ହାଥରଶ ଦୁର୍ଷ୍କମର ନିଆଁ ଲିଭିନଥିବାବେଳେ ମେରଠରେ ପୁଣି ଜଣେ ଝିଅକୁ ଦୁର୍ଷ୍କମ ହୋଇଛି । ଥଣ୍ଡା ପାନୀୟରେ ନିଶା ମିଶାଇ ଜଣେ 15ବର୍ଷର ନାବାଳିକାକୁ ଦୁଇ ଦୁଇ ଥର ଦୁର୍ଷ୍କମ କରିବା ସହ ତା ଭିଡିଓ ଭାଇରାଲ ହୋଇଛି ।

ଏଥର ବର୍ତ୍ତିଲାନୀ ନାବାଳିକା,ନିଶା ଦେଇ ଦୁର୍ଷ୍କମ ସହ ଭିଡିଓ ଭାଇରାଲ ଘଟଣାରେ ଦୁଇ ଗିରଫ

ଘଟଣାର 15ଦିନ ପରେ ମେରଠ ଥାନାରେ ଏକ ମାମଲା ରୁଜ୍ଜୁ କରି ଅପରାଧୀଙ୍କୁ ଗିରଫ କରିଛି ମେରଠ ପୋଲିସ । ଘଟଣାର ଅଧିକ ଦଦନ୍ତ ଜାରି ଥିବା କହିଛନ୍ତି ମେରଠ ଏସପି ସୂରଜ ରାୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.