ETV Bharat / bharat

କୋରୋନା ବନ୍ଦ କଲା ଲସ୍ ଆଞ୍ଜେଲସ ଭାରତୀୟ ଫିଲ୍ମ ଫେଷ୍ଟ 2020 - IIFLA ବୋର୍ଡ ସ୍ଥଗିତ କଲା indian film fest

ବିଶ୍ବବାସୀଙ୍କୁ ଡରାଉଛି କୋରୋନା। ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା indian film fest-2020 ସ୍ଥଗିତ କଲା IIFLA ବୋର୍ଡ। ଏପ୍ରିଲ 1ରୁ 5 ପର୍ଯ୍ୟନ୍ତ ମହୋତ୍ସବ ହେବା ନେଇ ହୋଇଥିଲା ନିଷ୍ପତ୍ତି। ଅଧିକ ଖବର ପଢନ୍ତୁ...

_coronavirus
କୋରୋନା ବନ୍ଦ କଲା ଲସ୍ ଆଞ୍ଜେଲସ ଭାରତୀୟ ଫିଲ୍ମ ଫେଷ୍ଟ 2020
author img

By

Published : Mar 13, 2020, 5:39 PM IST

ୱାସିଂଟନ୍: କୋରୋନା ଭୟରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଚଳିତବର୍ଷର ଫିଲ୍ମ ଫେଷ୍ଟକୁ ସ୍ଥଗିତ ରଖାଗଲା। ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା indian film fest-2020 ସ୍ଥଗିତ କଲା IIFLA ବୋର୍ଡ।

ସୂଚନା ଅନୁସାରେ, କୋରୋନାକୁ ନେଇ ଚଳିତ ବର୍ଷର ଆଇଏଫଏଫଏଲଏ ମହୋତ୍ସବ ଏପ୍ରିଲ 1 ରୁ ଏପ୍ରିଲ 5 ପର୍ଯ୍ୟନ୍ତ ହେବାକୁ ଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା କଷ୍ଟସାଧ୍ୟ ଥିଲେ ମଧ୍ୟ ପରିସ୍ଥିତିକୁ ଦେଖି ନିଆଯାଇଛି।

ଜଣେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଏବଂ ପର୍ବପର୍ବାଣୀ ସହିତ ଏକତା ଏବଂ କରୋନା ଭାଇରସ ମହାମାରୀର ପ୍ରସାର ବିରୁଦ୍ଧରେ ସକ୍ରିୟ ପଦକ୍ଷେପ ଗ୍ରହଣ କରି ସିଡିସି ଏବଂ ଲସ ଆଞ୍ଜେଲସ କାଉଣ୍ଟି ଜନସ୍ବାସ୍ଥ୍ୟ ବିଭାଗର ଚେୟାରମ୍ୟାନ କହିଛନ୍ତି।

ଅତିଥି, ସହଭାଗୀ ଓ କର୍ମଚାରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ଆମର ପ୍ରଥମ ଗୁରୁତ୍ବ। ତେବେ ପରିସ୍ଥିତି ଆୟତକୁ ଆସିଲେ ଉତ୍ସବର ପୁନଃ ତାରିଖ ସ୍ଥିର କରିବା ପାଇଁ ନଜର ରଖିଛୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.