ETV Bharat / bharat

ମୋଦିଙ୍କୁ ଜୋରଦାର ସ୍ବାଗତ, ଥିମ୍ପୁରେ ଶୁଭିଲା ‘ଭାରତ ମାତା କୀ ଜୟ’ - ଭାରତୀୟ ସମୁଦାୟ

ଭୁଟାନର ରାଜଧାନୀ ଥିମ୍ପୁରେ ଭାରତୀୟ ସମୁଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ସେଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ପରେ ସେମାନଙ୍କ ସହ ହାତ ମିଳାଇ ଅଭିବାଦନ ସ୍ବୀକାର କରିଥିଲେ ସେ ।

ଫଟୋ ସୌଜନ୍ୟ: ଟ୍ୱିଟର@PMO
author img

By

Published : Aug 17, 2019, 2:17 PM IST

ଥିମ୍ପୁ: ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାକାର ପାରୋ ବିମାନବନ୍ଦର ପହଞ୍ଚିବା ପରେ ମୋଦିଙ୍କୁ ଗାର୍ଡ ଅଫ ଅନର ଦିଆଯିବା ସହ ଭୁଟାନ ପ୍ରତିପକ୍ଷଙ୍କ ଦ୍ବାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା। ଏହାପରେ ଭୂଟାନର ରାଜଧାନୀ ଥିମ୍ପୁ ଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରାଯାଇଛି।

ଭିଡିଓ ସୌଜନ୍ୟ: ଟ୍ୱିଟର@PMO

ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦେଖି ପ୍ରବାସୀ ଭାରତୀୟ ‘ଭାରତମାତା କୀ ଜୟ’ ଏବଂ ‘ମୋଦି ମୋଦି’ ନାରା ଦେଇଛନ୍ତି । ଅନ୍ୟପକ୍ଷେରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ହାତ ମିଳାଇ ଅଭିବାଦନ ସ୍ବୀକାର କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.