ETV Bharat / bharat

ଖୋଲିଲା ବାବା କେଦାରନାଥଙ୍କ ଦ୍ବାର, ଶୋଭା ବଢାଉଛି ଫୁଲରେ ସୁସଜ୍ଜିତ ମନ୍ଦିର - uttarakhand news

ବୁଧବାର ଖୋଲିଲା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ସ୍ଥିତ ବାବା କେଦାରଙ୍କ ଦ୍ବାର । ଲକଡାଉନ ପାଇଁ ବାବାଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ । ଅଧିକ ପଢନ୍ତୁ...

The doors of Lord Kedarnath opened today
ଖୋଲିଲା ବାବା କେଦାରନାଥଙ୍କ ଦ୍ବାର
author img

By

Published : Apr 29, 2020, 11:24 AM IST

ଡେରାଡୁନ: ବୁଧବାର ସକାଳ 6 ଟା 10ରେ ଖୋଲିଲା ରୁଦ୍ରପ୍ରୟାଗର ପ୍ରଭୁ କେଦାରନାଥଙ୍କ ଦ୍ବାର । ପୁରୋହିତ ମାନେ ପରମ୍ପରା ଓ ରୀତିନୀତିରେ ମନ୍ତ୍ରୋଚାରଣ ସହିତ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ପୁରା ମନ୍ଦିରକୁ ଫୁଲରେ ସଜାଯାଇଛି । ବରଫ ଚାଦର ଉପରେ ମନ୍ଦିରର ଏହି ଶୋଭା ବେଶ ମନମୁଗ୍ଧକର ।

The doors of Lord Kedarnath opened today
ଖୋଲିଲା ବାବା କେଦାରନାଥଙ୍କ ଦ୍ବାର,

ସବୁଠୁ ବଡ କଥା ହେଲା କୋରୋନା ପାଇଁ ଚାଲୁଥିବା ଲକଡାଉନ କାରଣରୁ କୌଣସି ଭକ୍ତଙ୍କୁ ବାବାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ । ଏହି ସମୟରେ ମୁଖ୍ୟ ପୂଜାରିଙ୍କ ସହ ମାତ୍ର 16 ଜଣ ଉପସ୍ଥିତ ଥିଲେ । ଏହି ସମୟରେ ସାମାଜିକ ଦୂରତାକୁ ମଧ୍ୟ ପାଳନ କରାଯାଇଛି ।

The doors of Lord Kedarnath opened today
ଖୋଲିଲା ବାବା କେଦାରନାଥଙ୍କ ଦ୍ବାର

ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । ଏହି ପବିତ୍ର ଯାତ୍ରା 26 ଏପ୍ରିଲରେ ଗାଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର ଦ୍ବାର ଖୋଲିବା ସହିତ ଆରମ୍ଭ ହୋଇଥିଲା । ଚାରିଧାମ ଯାତ୍ରା ଆରମ୍ଭ ହେବା ପରେ ଲୋକମାନେ ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାକୁ ଅପେକ୍ଷା କରିଥିଲେ। ଯାହା 29 ଏପ୍ରିଲ ବୁଧବାର ସକାଳ ସମୟରେ ଖୋଲା ଯାଇଛି ।

ଶୋଭାବଢାଉଛି ଫୁଲରେ ସୁସଜ୍ଜିତ ମନ୍ଦିର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.