ETV Bharat / bharat

ଗ୍ରୀନ ଜୋନରେ ଖୋଲିବ ଶିଳ୍ପାନୁଷ୍ଠାନ, ଆନ୍ଧ୍ର ସରକାର ଦେଲେ ଅନୁମତି

author img

By

Published : Apr 30, 2020, 7:32 PM IST

ଗ୍ରୀନ ଜୋନରେ ଖୋଲିବ ଶିଳ୍ପାନୁଷ୍ଠାନ । ଆନ୍ଧ୍ର ସରକାର ଦେଲେ ଅନୁମତି । ଅଧିକ ପଢନ୍ତୁ...

The Andhra Pradesh government has decided to relax restrictions for industriesin green zone
ଗ୍ରୀନ ଜୋନରେ ଖୋଲିବ ଶିଳ୍ପାନୁଷ୍ଠାନ

ଅମରାବତୀ: ବର୍ତ୍ତମାନ ମହାମାରୀ କୋରୋନା ସଂକ୍ରମଣ ନେଇ କେନ୍ଦ୍ର ସରକାର ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ କରିଛନ୍ତି । ଏହାର ଅବଧି ଆସନ୍ତା ମେ 3 ତାରିଖରେ ଶେଷ ହେବ । ତେବେ ଏହାପରେ କିଛି ସ୍ଥାନରେ ଏହି ନିୟମ କୋହଳ କରାଯିବ ।

ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଶିଳ୍ପ ପ୍ରତିଷ୍ଠାନ ଖୋଲିବା ନେଇ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ରାଜ୍ୟର ଗ୍ରୀନ ଜୋନ୍ ମଧ୍ୟରେ ଥିବା ଅଞ୍ଚଳ ଗୁଡିକରେ ଶିଳ୍ପ ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ଘୋଷଣା ପରେ ପୁରା ରାଜ୍ୟରୁ ଲକଡାଉନ ହଟାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ବର୍ତ୍ତମାନ କେବଳ ଗ୍ରୀନ ଜୋନରେ କାର୍ଯ୍ୟ ଆରମ୍ଭ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.