ETV Bharat / bharat

ଆଜି ମହାରାଷ୍ଟ୍ର ବିଧାନସଭାକୁ ମିଳିବ ବାଚସ୍ପତି

author img

By

Published : Dec 1, 2019, 9:09 AM IST

ମହାରାଷ୍ଟ୍ର ବିଧାନସଭାରେ ରବିବାର ବିଧାନସଭା ଅଧ୍ୟକ୍ଷ ପଦର ନିର୍ବାଚନ ହେବ । ବାଚସ୍ପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ମହାବିକାଶ ଆଘାଡି ।

thackeray-government
ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ ଜିତିବା ପରେ ଉଦ୍ଧବ ଠାକରେ ସରକାରଙ୍କ ପାଇଁ ଆଜି ଦ୍ବିତୀୟ କଠିନ ପରିକ୍ଷା । ସଦନରେ ଆସି ବିଧାନସଭା ଅଧ୍ୟକ୍ଷ ପଦର ନିର୍ବାଚନ ହେବ । ନିୟମ ଅନୁଯାୟୀ ବାଚସ୍ପତି ପଦର ନିର୍ବାଚନ ଗୁପ୍ତ ମତଦାନ ପ୍ରକ୍ରିୟା ମାଧ୍ୟମରେ କରାଯାଏ, କିନ୍ତୁ ନୂଆ ସରକାର ଏହି ନିର୍ବାଚନ ଖୋଲାଖୋଲି ଭାବେ କରିବା ପାଇଁ ପ୍ରସ୍ତାବ ରଖିପାରେ । ଏନେଇ ଶନିବାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ ସଙ୍କେତ ଦେଇଥିଲେ ।

ସେପଟେ ବିଧାନସଭା ବାଚସ୍ପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ମହାବିକାଶ ଆଘାଡି । ବାଚସ୍ପତି ନିର୍ବାଚନ ପାଇଁ ମହାବିକାଶ ଆଘାଡି କଂଗ୍ରେସ ନେତା ନାନା ପଟୋଲେଙ୍କୁ ପ୍ରାର୍ଥୀ କରିଛି । ସେପଟେ ବିଜେପି କିଷନ କଥୋରେଙ୍କୁ ପ୍ରାର୍ଥୀ କରିଛି । ତେବେ ବାଚସ୍ପତି ପଦ କାହା ହାତରେ ଲାଗିବ ତାହା କିଛି ଘଣ୍ଟା ମଧ୍ୟରେ ଜଣା ପଡିବ ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.