ETV Bharat / bharat

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସେନା ଆହତ

ପୁଣି ବଦମାସୀ ଦେଖାଇଲା ପାକିସ୍ତାନ । ସୁରକ୍ଷାକର୍ମୀଙ୍କ ଉପରେ କଲା ଆକ୍ରମଣ । ଜଣେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକ ଆହତ । ଅଧିକ ପଢନ୍ତୁ....

Terrorists attack joint party of CRPF-police in J&K's Srinagar; Cop, civilian injured
ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସେନା ଆହତ
author img

By

Published : Dec 6, 2020, 4:48 PM IST

ଶ୍ରୀନଗର: ପୁଣି ଅଶାନ୍ତ ସୀମା । ବଦମାସୀ ଦେଖାଇଲା ପାକିସ୍ତାନ । ଶ୍ରୀନଗରର ହାୱାଲର ସାଜଗରିପୋରା ଠାରେ ପୋଲିସ ଓ ସିଆରପିଏଫ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ପୁରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ, ଏହି ଅପରେନରେ ଜଣେ ସୁରକ୍ଷାକର୍ମୀ ଓ ସ୍ଥାନୀୟଲୋକ ଆହତ ହୋଇଛନ୍ତି । ତେବେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଆହତ ହୋଇଥିବା କନେଷ୍ଟବଳ ହେଉଛନ୍ତି ଫାରୁକ ଅହମ୍ମଦ ।

ରବିବାର ପାକିସ୍ତାନର 2 ନାବାଳିକା ଏଲଓସି ଅତିକ୍ରମ କରି ପୁଞ୍ଚ ଜିଲ୍ଲାକୁ ପଶିଆସିଥିଲେ । ସୀମାରେ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଅଟକ ଥିବା ଦୁଇ ନାବାଳିକା ହେଉଛନ୍ତି ଲାଇବା ଜବିର ଓ ତାଙ୍କ ସାନ ଭଉଣୀ ସାନା ଜବିର ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.