ସୋପିଆନ: ସିଆରପିଏଫ ଟିମ ଉପରେ ଆତଙ୍କୀ ହମଲା । ଉତ୍ତର କାଶ୍ମୀରରେ ନିୟୋଜିତ ହୋଇଥିବା ଟିମ ଉପରେ ଆତଙ୍କୀମାନେ ଏହି ହମଲା କରିଛନ୍ତି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନଥିବା ବେଳେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି।
ତେବେ ଗୁରୁବାର ସକାଳେ ଜାମ୍ମୁ କାଶ୍ମୀରର ବୁଲଗାମ ଜିଲ୍ଲାର ଚାଡୋରା ଠାରେ ଆତଙ୍କବାଦୀମାନେ ଏକ CRPF ପାର୍ଟି ଉପରେ ଆକ୍ରମଣ କରିଥିଲେ । କେସିଆରମୁଲା ଅଞ୍ଚଳରେ ଏହି ଆକ୍ରମଣ ପରେ ଜଣେ ଯବାନ ଶହୀଦ ହୋଇଛନ୍ତି।