ETV Bharat / bharat

5 ଲସ୍କର ଆତଙ୍କବାଦୀ ଗିରଫ

5 ଲଶ୍କର ଆତଙ୍କବାଦୀ ଗିରଫ । ପ୍ରଥମେ ଜାହୋର ୱାନି ନାମକ ଜଣେ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା । ଅଧିକ ପଢନ୍ତୁ...

author img

By

Published : May 17, 2020, 12:47 AM IST

terrorist-hideout-busted-5-let-militant-associates-held-in-j-k
5 ଲସ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର: ଶନିବାର କାଶ୍ମୀରରେ ଲୁଚି ରହିଥିବା ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବାର 5 ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । କାଶ୍ମୀରର ବଡଗାମ ଜିଲ୍ଲାରେ ଲୁଚିଥିବା ବେଳେ ଗିରଫ କରିଥିଲା ପୋଲିସ ।

ସୁରକ୍ଷା ବାହିନୀ ଜିଲ୍ଲାର ଆରିଜାଲ୍ ଗାଁରୁ ପ୍ରଥମେ ଜାହୋର ୱାନି ନାମକ ଜଣେ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା । ଏହାପରେ ୟୁନିସ୍ ମିର, ଅସଲମ ଶେଖ, ପରଭେଜ ଶେଖ ଏବଂ ରେହମାନ ଲୋନ ନାମକ ଅନ୍ୟ ଚାରିଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ସେମାନେ ସମସ୍ତେ ଜିଲ୍ଲାର ଖାନସାହିବ ଅଞ୍ଚଳର ବାସିନ୍ଦା ବୋଲି ସେ କହିଛନ୍ତି ।

ଏମାନେ ଲସ୍କରକୁ ସଂପୂର୍ଣ୍ଣ ସହଯୋଗ କରୁଥିଲେ । ଏମାନଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.