ETV Bharat / bharat

ଟେରର ଫଣ୍ଡିଂ ମାମଲା: ଏନଆଇଏ ସ୍କାନରରେ ବିଚ୍ଛିନ୍ନବାଦୀ ନେତା - Terror funding case

ଟେରର ଫଣ୍ଡିଂ ମାମଲାରେ ରବିବାର ଜମ୍ମୁ କାଶ୍ମୀରର ଚାରୋଟି ସ୍ଥାନରେ ଚଢାଉ କରିଛି ଏନଆଇଏ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 28, 2019, 4:58 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଚାରୋଟି ସ୍ଥାନରେ ଚଢାଉ କରିଛି ଏନଆଇଏ । ଟେରର ଫଣ୍ଡିଂ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଘାଟିରେ ଚଢଉ କରିଛି ।

ସୂଚନା ମୂତାବକ, ଏନଆଇଏର ଏକ ଟିମ୍ ଉତ୍ତର କାଶ୍ମୀରର ବାରମୂଲା ଜିଲ୍ଲାରେ ଚାରିଜଣ ବ୍ୟବସାୟୀଙ୍କ ଘରେ ଚଢାଉ କରିଛନ୍ତି । ପୋଲିସ ଏବଂ ସିଆରଫିଏଫ୍ ଯବାନଙ୍କ ସହ ଏନଆଇଏ ବିଚ୍ଛିନ୍ନବାଦୀ ନେତା ସଜ୍ଜାଦ ଲୋନ, ବ୍ୟବସାୟୀ ଅସିଫ୍ ଲୋନ, ତନଭିର ଅହମ୍ମଦ, ତାରିକ ଅହମ୍ମଦ ଏବଂ ବିଲାଲ ଭଟ୍ଟଙ୍କ ଘରେ ଚଢାଉ ଜାରି ରଖିଛି ।

ତେବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ କାଶ୍ମୀରର ନାମୀଦାମୀ ଉଦ୍ୟୋଗପତି ଜହୁର ବାଟାଲୀ ଏବଂ କେତେ ଅନ୍ୟ ବିଚ୍ଛିନ୍ନବାଦୀ ନେତାଙ୍କୁ ଏନଆଇଏ ଗିରଫ କରିଛି ।

ପ୍ରକାଶ ଥାଉକି, 2017 ମେ 20ରେ ଟେରର ଫଣ୍ଡିଂ ଅଭିଯୋଗରେ 13 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ବହୁ ବିଚ୍ଚିନ୍ନବାଦୀ ନେତା ସାମିଲ ଅଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.