ETV Bharat / bharat

ଆଜି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଭେଟାଭେଟି

ହାଇଦ୍ରାବାଦରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଆଜି ସନ୍ଧ୍ୟାରେ ପ୍ରଗତିଭବନଠାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିବେ ଜଗନ । ଏହି ଭେଟଭାଟ ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।

author img

By

Published : Jul 1, 2019, 4:52 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ଜଗନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ତେବେ ଏହି ଭେଟାଭେଟି କାର୍ଯ୍ୟକ୍ରମ ଶୁକ୍ରବାର ପ୍ରଗତି ଭବନରେ ହେବ ବୋଲି ସୂଚନା ମିଳିଛି । ଏହି ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହ ଅବିଭାଜିତ ଆନ୍ଧ୍ରପ୍ରଦେଶ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯିବ । ଏହାସହ ମୁଖ୍ୟମନ୍ତ୍ରୀ କ୍ରୀଷ୍ଣା ଓ ଗୋଦାବରୀ ଜଳର ଆବଣ୍ଟନ ବିଷୟକୁ ଆଲୋଚନା ପରିସରକୁ ଆଣି ପାରନ୍ତି ବୋଲି ଆଶା କରାଯାଉଛି ।

ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତାଙ୍କ ଚିଫ ସେକ୍ରେଟାରୀ ଏଲ.ଭି. ସୁବ୍ରମଣ୍ୟମଙ୍କ ସହ ହାଇଦ୍ରାବାଦରେ ପହଞ୍ଚି ସାରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ସରକାରୀ ଉପଦେଷ୍ଟା ଅଜୟ କଲାମ ଓ ଜଳ ଓ ଶକ୍ତି ବିଭାଗର ମୁଖ୍ୟ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଉପସ୍ଥିତ ରହିବେ ।

ଏହା ପୂର୍ବରୁ ହୋଇଥିବା ବୈଠକରେ ଉଭୟ ରାଜ୍ୟର ମୁଖିଆ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଚଳିତ ବୈଠକରେ ଶକ୍ତି, ଜଳ, 9ମ ଓ 10ମ ସ୍ଥାନରେ ରହିଥିବା ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ସଂସ୍ଥାନ ଗୁଡିକ ଉପରେ ବେଶି ଗୁରୁତ୍ବ ଦିଆଯିବ ।

Intro:କଟକ: ନିଶ୍ଚିନ୍ତକୋଇଲି ବାହାବଳପୁର ଠାରେ ନିଶ୍ଚିନ୍ତକୋଇଲି ସଂଖ୍ୟା ଲଘୁ ଓ ବିଜୁ ଜନତା ଦଳ ପକ୍ଷରୁ ଇଦ ମିଲନ ଉତ୍ସବ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ହିନ୍ଦୁ ମୁସଲମାନ ଙ୍କ ମଧ୍ୟରେ ଭାଇ ଭାଇ ହୋଇ ରହିବା ଆବଶ୍ୟକ ବୋଲି କହିଥିଲେ l ଏପରିକି ବିଭିନ୍ନ ବିକାଶ କ୍ଷେତ୍ରରେ ମିଳିତ ସହଯୋଗ କରିବା ଉଚିତ ।କାରଣ ଏହି ଭାବନା ସାମ୍ପ୍ରଦାୟିକ ହିଂସା ଉପରେ ରୋକ ଲଗାଇବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ l Body:ଏହାସହିତ ମଣିଷ ମଣିଷ ମଧ୍ୟରେ ଧର୍ମ ଅପେକ୍ଷା ଭାଇଚରା ରହିବା ଦରକାର । ଯାହା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଏହାସହ କଟକ ତ ହଜାର ବର୍ଷ ର ଭାଇଚାରା ର ସହର । ଯେଉଁଠାରେ ଏହା ସର୍ଵଦା ଦୃଶ୍ୟ ବୋଲି କହିଥିଲେ ମନ୍ତ୍ରୀ । Conclusion:No need

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.