ETV Bharat / bharat

ଆସନ୍ତା 17 ରୁ ଟ୍ରାକରେ ଗଡିବ 'ତେଜସ' - ଟ୍ରାକରେ ଗଡିବ 'ତେଜସ'

ରେଳଯାତ୍ରୀଙ୍କ ପାଇଁ ଆଶ୍ବସ୍ଥି ଖବର । ଆସନ୍ତା 17 ତାରିଖରୁ ରାଜ୍ୟରେ ଗଡିବ ତେଜସ୍ ଏକ୍ସପ୍ରେସ୍ । ଅଧିକ ପଢନ୍ତୁ

ଆସନ୍ତା 17 ରୁ ଟ୍ରାକରେ ଗଡିବ 'ତେଜସ'
ଆସନ୍ତା 17 ରୁ ଟ୍ରାକରେ ଗଡିବ 'ତେଜସ'
author img

By

Published : Oct 6, 2020, 7:58 PM IST

ଲକ୍ଷ୍ନୌ: ରେଳଯାତ୍ରୀଙ୍କ ପାଇଁ ଆଶ୍ବସ୍ଥି ଖବର । ଆସନ୍ତା 17 ତାରିଖରୁ ରାଜ୍ୟରେ ଗଡିବ ତେଜସ୍ ଏକ୍ସପ୍ରେସ୍ । 22 ମାର୍ଚ୍ଚରୁ ଯାତ୍ରା ବନ୍ଦ କରିଥିବା ଦେଶର ପ୍ରଥମ ବେସରକାରୀ ରେଳ ତେଜସ ଏକ୍ସପ୍ରେସ୍ ଟ୍ରାକରେ ଗଡିବାର ନଜର ଆସିବ ।

ଆସନ୍ତା 17 ରୁ ଟ୍ରାକରେ ଗଡିବ 'ତେଜସ'
ଆସନ୍ତା 17 ରୁ ଟ୍ରାକରେ ଗଡିବ 'ତେଜସ'

ସାଢେ 6 ମାସରୁ ଅଧିକ ସମୟ ପରେ ଯାତ୍ରୀମାନଙ୍କୁ ଏହି ଟ୍ରେନରେ ଯାତ୍ରା କରିବାର ସୁଯୋଗ ମିଳିବ । ତେବେ ଦିପାବଳୀ ପୂର୍ବରୁ ଲକ୍ଷ୍ନୌ-ଦିଲ୍ଲୀ ଓ ଦିଲ୍ଲୀ-ଲକ୍ଷ୍ନୌକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିଶେଷ ସୁବିଧା ମିଳିବ । କୋରୋନା ପାଇଁ ଦେଶରେ ଲକ୍ ଡାଉନ କରାଯାଇଥିଲା ସେବେଠାରୁ ତେଜସ୍ ତା'ର ଯାତ୍ରା ବନ୍ଦ କରିଥିଲା । ଏବେ ପୁଣି ଥରେ ଆସନ୍ତା 17ରୁ ଯାତ୍ରା ଆରମ୍ଭ କରୁଥିବାରୁ ବିଶେଷ କରି ଦିଲ୍ଲୀ ଯାତ୍ରୀଙ୍କୁ ଆଶ୍ବସ୍ଥି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.