ETV Bharat / bharat

ଯାଦବ ପରିବାରରେ ବଢୁଛି ତିକ୍ତତା, ଶ୍ବଶୂର-ଜ୍ବାଇଁ ମୁହାଁମୁହିଁ

ଗୋଟିଏ ପଟେ ଦେଶରେ ବଂଶବାଦ ରାଜନୀତି ଚାଲିଥିବା ବେଳେ ଅନ୍ୟପଟେ ପରିବାର ମଧ୍ୟରେ ବି ଚାଲିଛି ଲଢେଇ । ବିହାର ସାରନ ସିଟ୍ରୁ ଲଢେଇ କରିବେ ଶ୍ବଶୂର-ଜ୍ବାଇଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଛି ।

author img

By

Published : Mar 29, 2019, 4:43 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟନା: ବିହାରପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସବୁଠୁ ବଡ କଥା ହେଲା ସେ ସାରନସିଟ୍ରୁ ତାଙ୍କ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇସମ୍ଭାବନା ରହିଛି ।

ସାରନ ସିଟକୁ ନେଇ ସାନଭାଇ ସହ ତାଙ୍କର ମତାନ୍ତର ହୋଇଛି ।ସାନ ଭାଇ ଏବଂ ଆରଜେଡି ନେତା ତେଜସ୍ବୀଯାଦବ ସାରନର ପାର୍ଥୀ ରୂପେ ତେଜ ପ୍ରତାପଙ୍କ ଶ୍ବଶୂର ଚନ୍ଦ୍ରିକା ପ୍ରସାଦ ରାୟଙ୍କନାମ ଘୋଷଣା କରିଥିଲେ। ଆଉ ଏହି ଆସନରୁ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ଚାରିଥର ବିଜୟୀ ହୋଇଥିଲେ ।

ତେବେ ତେଜ ପ୍ରତାପ ଯାଦବ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ ବର୍ତ୍ତମାନ ସୁଦ୍ଧାମୁହଁ ଖୋଲିନାହାନ୍ତି ।

ପିନାକୀ ପୁରୀ
ଅରୂପ ଭୁବନେଶ୍ୱର
ପାଟଶାଣୀ ରାଜ୍ୟ ସଭା
ମୟୂରଭଞ୍ଜ ।ଦେବାଶିଷ ମାରିଣ୍ଡି
ରାଜଶ୍ରୀ ମଲ୍ଲିକ। ଜଗତସିଂହପୁର

ନଳୀନ ପ୍ରଧାନ । ସମ୍ବଲପୁର

ରବି ଜେନା ବାଲେଶ୍ବର 
ଅନୁଭବ ମହାନ୍ତି - କେନ୍ଦ୍ରାପଡା
ସସ୍ତିତା ସେଠିଯାଯପୁର

ମଞୁଲତା   ମଲ୍ଲିକ।ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.