ETV Bharat / bharat

ନିଜ ଚିଠିକୁ ନେଇ ଟ୍ରୋଲ ହେଲେ ତେଜ ପ୍ରତାପ

author img

By

Published : Jan 27, 2021, 11:23 AM IST

ଟ୍ରୋଲର ଶିକାର ହେଲେ ଆରଜେଡି ନେତା ତେଜ ପ୍ରତାପ । ରାଷ୍ଟ୍ରପତିଙ୍କୁ ଲେଖିଥିବା ଏକ ଚିଠି ଏବେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

ନିଜ ଚିଠିକୁ ନେଇ ଟ୍ରୋଲ ଶିକାର ହେଲେ ତେଜ ପ୍ରତାପ

ପାଟନା: ଟ୍ରୋଲର ଶିକାର ହେଲେ ଆରଜେଡି ନେତା ତେଜ ପ୍ରତାପ । ସର୍ବଦା ଚର୍ଚ୍ଚାରେ ରହୁଥିବା ତେଜ ପ୍ରତାପ ଏଥର ନିଜର ଚିଠି ପାଇଁ ସୋସିଆଲ ମିଡିଆରେ ଛାଇ ରହିଛନ୍ତି । ଆରଜେଡି ସୁପ୍ରିମୋ ତଥା ପିତା ଲାଲୁ ପ୍ରସାଦଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠି ଏବେ ଭାଇରାଲ ହୋଇଛି । ଏହି ଚିଠି ଟି ଗତ 25 ଜାନୁଆରୀରେ ଲେଖାଯାଇଥିଲା ।

  • समानता की लड़ाई को जीतकर “लड़ाका लालू” कहलाने वाले उस विचारधारा की आज़ादी के लिए पत्र लिखकर #आज़ादीपत्र मुहीम का शुरुआत किया।

    आप सभी को मुहीम का हिस्सा बनने के लिए आमंत्रित करता हूँ। pic.twitter.com/3fceV5gNfx

    — Tej Pratap Yadav (@TejYadav14) January 25, 2021 " class="align-text-top noRightClick twitterSection" data=" ">

ଚାରା ଘୋଟାଲା ମାମଲାରେ ସଜା କାଟୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମୁକ୍ତ କରିବାକୁ ତେଜ ପ୍ରତାପ ଚିଠି ଲେଖିଥିଲେ । ସେ ଏହି ଚିଠିକୁ ଟ୍ବିଟ ମଧ୍ୟ କରିଥିଲେ । ଏଥିରେ 6ଟି ଶବ୍ଦ ଦେଖିବାକୁ ମିଳିଛି । ଗରିବ ବଦଳରେ ଗରିୱ, ବଞ୍ଚିତ ସ୍ଥାନରେ ୱଚିନ୍ତି , ମସିହା କୁ ମସୀହା, ଆଦରଣୀୟ ଜାଗାରେ ଆପରଣୀୟ, ଲାଲୁ ନୁହେଁ ଲାଲୃ, ମୂଲ୍ୟକୁ ମୁଲ୍ୟ ଲେଖିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଉଛନ୍ତି ତେଜ ପ୍ରତାପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.