ETV Bharat / bharat

ଯାନ୍ତ୍ରିକ ତ୍ରୁଟି: ଉଡାଣ ଭରିଲାନି ସ୍ପାଇସଜେଟ, 40 ଯାତ୍ରୀ ସୁରକ୍ଷିତ

author img

By

Published : Jul 17, 2019, 2:25 PM IST

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅବତରଣ କଲା ସ୍ପାଇସ ଜେଟ ବିମାନ । 40 ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ

ଥିରୁଅନନ୍ତପୁରମ: ବିମାନ ଉଡାଣର କିଛି ସମୟ ପରେ ଅବତରଣ କଲା ସ୍ପାଇସ ଜେଟ ବିମାନ । ଏହି ବିମାନ ବୁଧବାର ଆନ୍ଧ୍ରପ୍ରଦେଶ ରେନିଗୁଣ୍ଟାରୁ 40 ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଯାତ୍ରା କରୁଥିଲା । କିନ୍ତୁ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ରେନିଗୁଣ୍ଟା ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ।

ଖବର ଅନୁଯାୟୀ, ପାଇଲଟ ଉଡାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବାକୁ ପାଇଥିଲା । ଏହାପରେ ସଙ୍ଗେ ସଙ୍ଗେ 40 ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଯାଇଥିବା ସୂଚନା ମିଳିଛି । ତେବେ ବିମାନଟି ହାଇଦ୍ରାବାଦରୁ ତିରୁପତି ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାତ୍ରା କରିଥିଲା । ସେଠାରୁ ଫେରୁଥିବା ସମୟରେ ଏପରି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.