ETV Bharat / bharat

ନିର୍ବାଚନୀ ବଜେଟରେ ମଧ୍ୟମବର୍ଗଙ୍କୁ କାମଚଳା ଅର୍ଥମନ୍ତ୍ରୀଙ୍କ ଭେଟି - Budget 2019

ନିର୍ବାଚନୀ ବର୍ଷରେ ସରକାରଙ୍କର ଏହା ଏକ ବଡ ଘୋଷଣା ବୋଲି କୁହାଯାଉଛି । ଏହା ଅନୁସାରେ ଆୟକର ଛାଡ ସୀମାକୁ 5 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 1, 2019, 9:28 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଆଗତ କରିଛନ୍ତି । ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ଲୋଭନୀୟ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ମଧ୍ୟମ ବର୍ଗଙ୍କୁ ଦେଇଛନ୍ତି ଏକ ବଡ ଉପହାର ।

  • FM Piyush Goyal: Individuals with gross income up to 6.5 lakh rupees will not need to pay any tax if they make investments in provident funds and prescribed equities https://t.co/0zphKNVt2I

    — ANI (@ANI) February 1, 2019 " class="align-text-top noRightClick twitterSection" data=" ">
ବଜେଟ ଆଗତ କରି ପିୟୁଷ ଗୋଏଲ କହିଛନ୍ତି ଯେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କର୍ମଚାରୀ, ପେନସନ ଭୋଗୀ ଓ ବରିଷ୍ଠ ନାଗରିକଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ବିଶେଷ କରି ମଧ୍ୟମବର୍ଗଙ୍କୁ ଲକ୍ଷ୍ୟ ରଖି ଗୋଏଲଙ୍କ ଏହି ଘୋଷଣା ହୋଇଥିବା ଜଣାପଡିଛି । ଏହି ଘୋଷଣା ବେଳେ ସଂସଦରେ ମଧ୍ୟ ବେଶ ଖୁସି ପ୍ରକାଶ ପାଇଥିଲା । ସମସ୍ତେ ଟେବୁଲରେ ହାତ ବାଡାଇ ଏହାକୁ ସ୍ବାଗତ କରିଥିଲେ ।
undefined

ନିର୍ବାଚନୀ ବର୍ଷରେ ସରକାରଙ୍କର ଏହା ଏକ ବଡ ଘୋଷଣା ବୋଲି କୁହାଯାଉଛି । ଏହା ଅନୁସାରେ ଆୟକର ଛାଡ ସୀମାକୁ 5 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବାର୍ଷିକ 5 ଲକ୍ଷ ଆୟ କରୁଥିବା ବ୍ୟକ୍ତି ଏବେ ଟ୍ୟାକ୍ସ ଦେବେ । ଏହା ମଧ୍ୟମବର୍ଗର କରଦାତାଙ୍କୁ ଅଧିକ ଲାଭ ଦେବ । ଆୟକର ରିହାତି ସୀମା ପୂର୍ବରୁ ୨.୫ ଲକ୍ଷ ଥିବାବେଳେ ଏବେ ବଢି ୫ ଲକ୍ଷ ଟଙ୍କା ହୋଇଛି । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ଶୂନ ପ୍ରତିଶତ ଟିକସ ଦେବାକୁ ପଡୁଥିଲା ।

ସେହିଭଳି ସାଢେ ୬ ଲକ୍ଷ ଟଙ୍କାର ନିବେଶ ଉପରେ ମଧ୍ୟ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ପିୟୁଷ ଗୋଏଲ ଘୋଷଣା କରିଛନ୍ତି । ଅର୍ଥାତ ଯଦି କୌଣସି ବ୍ୟବସାୟୀ ସାଢେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ଏଥିରେ ନିବେଶ କରୁଛନ୍ତି ତେବେ ତାଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ । ଏହାଦ୍ବାରା ଦେଶରେ ଆୟକର ପରିଧି ଭିତରେ ଥିବା ପାଖାପାଖି ୩ କୋଟି ମଧ୍ୟବିତ୍ତ ପରିବାର ଉପକୃତ ହେବା ନେଇ ଅନୁମାନ କରାଯାଉଛି ।

ଏହି ଘୋଷଣା ପୂର୍ବରୁ ଟାକ୍ସ ସ୍ଲାବରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ୁନଥିଲା । ଅନ୍ୟପଟେ ୨.୫ ଲକ୍ଷରୁ ୫ ଲକ୍ଷ ଉପରେ ଆୟକର ୫ ପ୍ରତିଶତ ଥିଲା । ୫ରୁ ୧୦ ଲକ୍ଷ ଉପରେ ୨୦ ପ୍ରତିଶତ ଏବଂ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟାକ୍ସ ଥିଲା । ଶେଷଥର ପାଇଁ ୨୦୧୪ରେ ଆୟକର ଛାଡ ସୀମା ୨ ଲକ୍ଷରୁ ବୃଦ୍ଧି ହୋଇ ୨.୫ ଲକ୍ଷ କରାଯାଇଥିଲା । ଏହି ଅବସରରେ ଗୋଏଲ କହିଛନ୍ତି ଯେ ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା ଅର୍ଥ ବ୍ୟବସ୍ଥା । ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

RESTRICTION SUMMARY: PART NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
SHOTLIST
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
++NIGHT SHOT++
London - 31 January 2019
1. Car driving in snowfall
ASSOCIATED PRESS - AP CLIENTS ONLY
++NIGHT SHOT++
London - 31 January 2019
2. Pan of cars stuck in traffic
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
++NIGHT SHOTS++
Exeter - 31 January 2019
3. Various top shots of traffic queued on motorway
4. SOUNDBITE: (English) No name given, stranded motorist: ++STARTS ON PREVIOUS SHOT++
"Devon county council can't get their act together. The rest of the world survives snow storms but Devon county council cannot survive 3 centimetres."
5. SOUNDBITE: (English) No name given, stranded motorist:
"Really bad, you couldn't see two or three cars in front of you and quite heavy snow at the time. It's died off now a little bit, yeah just cold and feel sorry for people with children and the elderly and stuff, you know?"
6. SOUNDBITE: (English) No name given, stranded motorist:
"I was caught here about 7 years ago, exactly the same, it was five hours so I hope we're not five hours tonight."
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
Birmingham - 1 February 2019
7. SOUNDBITE (English) Frank Bird, Emergency Planner Highways England
"Make sure you've got full visibility all around your vehicle, that your vehicle is ready for the road, you've got plenty of fuel, you've got your washer bottle topped up, a little bit of food, a little bit of drink. If you need medication we would say, always say, within the next 24 hours, then take some of that medication with you. And then it's lots and lots of warm clothing."
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
++NIGHT SHOTS++
Exeter - 31 January 2019
8. Digger on road
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
++NIGHT SHOTS++
Hampshire - 31 January 2019
9. Various of diggers loading gritters
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
++NIGHT SHOTS++
Exeter - 31 January 2019
10. SOUNDBITE: (English) Josh Langdon, 4X4 volunteer: ++STARTS ON PREVIOUS SHOT++
"We towed collectively, probably about 20 or 30 cars up on Holden Hill. The worst sort of area in the forest, people were stuck so we're using the 4 wheel drives, Land Rovers and Toyota Hiluxes to pull them out, letting them deflate their tires so they get more grip."
SKY - NO ACCESS BBC, ITN (INCLUDING CHANNEL 4 AND 5), AL JAZEERA, BLOOMBERG
London - 31 January 2019
11. Various of cars driving past
STORYLINE
Heavy snow and low temperatures brought chaos to travellers on Thursday and Friday in Britain, snarling traffic and forcing cancellations.
Officials recorded the coldest night this winter so far in Britain on Wednesday, with temperatures dipping to minus 11 C in Scotland.
The cold snap prompted some trains to be cancelled, and Manchester and Liverpool airports were brought to a standstill on Wednesday.
Snowfall and ice were expected to continue on Friday, disrupting travel in various places.
Weather warnings were in place for the west of London following snowfall of up to 14 cms in the southwest on Thursday.
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.