ETV Bharat / bharat

ତାମିଲନାଡୁ ଶ୍ରମମନ୍ତ୍ରୀ କୋରୋନା ଆକ୍ରାନ୍ତ

ତାମିଲନାଡୁ ଶ୍ରମମନ୍ତ୍ରୀ ନିଲୋଫର କଫିଲ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

_corona
ତାମିଲନାଡୁ ଶ୍ରମମନ୍ତ୍ରୀ କୋରୋନା ଆକ୍ରାନ୍ତ
author img

By

Published : Jul 17, 2020, 3:04 PM IST

ଚେନ୍ନାଇ: ବର୍ତ୍ତମାନ ବହୁ ନେତା ମନ୍ତ୍ରୀ କୋରୋନା ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସୁଛି । ଏହା ମଧ୍ୟରେ ତାମିଲନାଡୁ ଶ୍ରମମନ୍ତ୍ରୀ ନିଲୋଫର କଫିଲ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଚାରି ଜଣ ମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଣୁ ନିଲୋଫର କଫିଲ ଶୀଘ୍ର ସୁସ୍ଥ କାମନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲାନୀସ୍ବାମୀ ।

କଫିଲ କୋରୋନା ଆକ୍ରାନ୍ତ ଖବର ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ।

ସେହିପରି ତାମିଲନାଡୁ ଶିକ୍ଷାମନ୍ତ୍ରୀ କେ ପି ଅନବାଲାଗନ ରାଜ୍ୟରେ ମନ୍ତ୍ରୀ ଭାବେ ପ୍ରଥମେ କୋରୋନା ଆକ୍ରାନ୍ତ ହୋଇଥିଲେ । ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବିଦ୍ୟୁତ ମନ୍ତ୍ରୀ ପି ଥଙ୍ଗମଣି ଏବଂ ନିଗମ ମନ୍ତ୍ରୀ ସେଲୁର କେ ରାଜୁ କୋରୋନା ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.