ETV Bharat / bharat

ପ୍ରମୁଖ ପର୍ଯ୍ୟଟନ ସହରରେ 100% ସ୍ବଚ୍ଛ ଇନ୍ଧନ ଯୋଗାଇବାକୁ ଧର୍ମେନ୍ଦ୍ରଙ୍କ ଅପିଲ

author img

By

Published : Sep 27, 2020, 10:36 PM IST

ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶର ଭର୍ଚୁଆଲ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ । ପର୍ଯ୍ୟଟନସ୍ଥଳୀଗୁଡିକରେ ଶତ ପ୍ରତିଶତ ସ୍ବଚ୍ଛ ଇନ୍ଧନ ଯୋଗାଇବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ..

ପ୍ରମୁଖ ପର୍ଯ୍ୟଟନ ସହରରୁ ଶତ ପ୍ରତିଶତ ସ୍ବଚ୍ଛ ଇନ୍ଧନ ଆପଣାଇବାକୁ ଧର୍ମେନ୍ଦ୍ରଙ୍କ ଅପିଲ

ନୂଆଦିଲ୍ଲୀ: ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ 100 ପ୍ରତିଶତ ସ୍ବଚ୍ଛ ଇନ୍ଧନକୁ ଯୋଗାଇବାକୁ ଅପିଲ କରିଛନ୍ତି । ରବିବାର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କ ସହ ପର୍ଯ୍ୟଟନ ଏବଂ ଗ୍ରାମାଞ୍ଚଳ ବିକାଶ ବିଷୟ ଉପରେ ଏକ ଭର୍ଚ୍ୟୁଆଲ ବୈଠକକୁ ସମ୍ବୋଧିତ କରି ସେ ନେଇ କହିଛନ୍ତି ।

ପ୍ରଧାନ ପର୍ଯ୍ୟଟନ ମନ୍ତ୍ରଣାଳୟର ପଦକ୍ଷେପ 'DekhoApnaDesh 'ର ଉଲ୍ଲେଖ କରିଛନ୍ତି । ଯାହା ସ୍ଥାନୀୟ ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରୁଥାଏ ।

ସେ କହିଛନ୍ତି ଯେ ପର୍ଯ୍ୟଟନ ଶିଳ୍ପ ପର୍ଯ୍ୟାପ୍ତ ଚାକିରୀ ସୁଯୋଗ ଯୋଗାଇଥାଏ । ଆଉ ଶତପ୍ରତିଶତ ସ୍ବଚ୍ଛ ଇନ୍ଧନ ବ୍ୟବହାର ଦ୍ବାରା ଏହି ସ୍ମାରକୀଗୁଡିକର ସୁରକ୍ଷା ଓ ପର୍ଯ୍ୟଟକଙ୍କଙ୍କୁ ସ୍ବଚ୍ଛ ବାତାବରଣ ମୁହାଁ କରିବାରେ ସାହାଯ୍ୟ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.