ETV Bharat / bharat

ହ୍ବିଲ ଚେୟାରରେ ସଂସଦରେ ପହଞ୍ଚିଲେ ସାଧ୍ବୀପ୍ରଜ୍ଞା

ଭୋପାଳ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ସାଧ୍ବୀ ପ୍ରଜ୍ଞା ଠାକୁର । ସେ ଆଜି ହ୍ବିଲ ଚେୟାରରେ ସଂସଦରେ ପହଞ୍ଚିଛନ୍ତି । ସେ କଂଗ୍ରେସର ଦିଗବିଜୟ ସିଂଙ୍କ ଠାରୁ ବିଜୟୀ ହୋଇଛନ୍ତି ।

author img

By

Published : May 25, 2019, 7:43 PM IST

ଫଟୋ ସୌଜନ୍ୟ : ଏଏନଆଇ

ଭୋପାଳ: 2019 ଲୋକସଭା ନିର୍ବାଚନରେ ବିଜେପିର ବିଜୟ ଯୋଗୁଁ ସମର୍ଥଙ୍କର ଚାଲିଛି ଉତ୍ସବ । ଏପଟେ ଆସନ ସମ୍ଭାଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଜୟୀ ନେତା । ସେନେଇ ସଂସଦରେ ଉପସ୍ଥିତ ହେଲେ ସାଧ୍ବୀ ପ୍ରଜ୍ଞା ଠାକୁର ।

ଏପଟେ ଭୋପାଳ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ସାଧ୍ବୀ ପ୍ରଜ୍ଞା ଠାକୁର । ସେ କଂଗ୍ରେସର ଦିଗବିଜୟ ସିଂଙ୍କ ଠାରୁ 3 ଲକ୍ଷ 84 ହଜାର 822 ଭୋଟରେ ବିଜୟୀ ହୋଇଥିଲେ । ପ୍ରଜ୍ଞା ଠାକୁର ବିଜୟୀ ହେବା ପରେ ଶନିବାର ହ୍ବିଲ ଚେୟାରରେ ଲୋକସଭାରେ ପହଞ୍ଚିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.