ETV Bharat / bharat

ଆଗେ ଦେଶ ପରେ ବଧୂବେଶ - support caa

ସିଏଏ ସପକ୍ଷରେ ଲୋକଙ୍କୁ ବୁଝାଇବା ବିଜେପି ଆରମ୍ଭ କରିଛି ଶୋଭାଯାତ୍ରା । ଏହି ପରିପ୍ରେକ୍ଷୀରେ ଗୁଜୁରାଟର ସୁରଟରେ ରାଲି ଚାଲିଥିବାବେଳେ ଜଣେ ଯୁବତୀ ନିଜ ବିବାହ ଛାଡି ରାଲିରେ ଯୋଗ ଦେଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

support of CAA
ବିବାହ ଛାଡି ସିଏଏ ରାଲିରେ ସାମିଲ ହେଲେ କନ୍ୟା
author img

By

Published : Feb 9, 2020, 8:03 PM IST

ଗାନ୍ଧୀନଗର: ନିଜ ବାହାଘର ଛାଡି ସିଏଏ ସମର୍ଥନ ରାଲିରେ ସାମିଲ ହେଲେ କନ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ସୁରଟରେ । ଦେଶବାସୀଙ୍କୁ ସିଏଏ ସମ୍ପର୍କରେ ବୁଝାଇବା ପାଇଁ ବିଜେପି ଦେଶରେ ଆରମ୍ଭ କରିଛି ସିଏଏ ସପକ୍ଷରେ ଶୋଭାଯାତ୍ରା ।

ଦେଶର କୋଣ ଅନୁକୋଣରେ ସିଏଏ ସମର୍ଥନରେ ରାଲିର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁଜୁରାଟର ସୁରଟରେ ବିଜେପି ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ହେଲେ ପିଥି ଚୋଲି ନାମକ ଜଣେ ଯୁବତୀ ନିଜ ବାହାଘର ଛାଡି ସିଏଏ ସପକ୍ଷ ରାଲିରେ ସାମିଲ ହୋଇଥିଲେ । ଯାହା ସମଗ୍ର ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:સુરત : CAA નું દેશભરમાં અનેક જગ્યાએ વિરોધ છે ત્યારે સુરતમાં ભાજપ દ્વારા સીએએના સમર્થનમાં એક વિશાળ પદયાત્રાનું આયોજન કરવામાં આવ્યું હતું.જેમાં પીઠી ચોળી ને લગ્નની વિધિ છોડી યુવતી રેલીમાં જોડાઇ હતી .પાટીદારોના ગઢ ગણાતા માનગઢ ચોકમાં આ રેલીનું આયોજન કરવામાં આવ્યું હતું સીએમ વિજય રૂપાણી ખુદ હાજર રહ્યા હતા

Body:આ રેલીમાં ભાજપના નેતાઓ અને કાર્યક્રતો તો જોડાયા જ હતા પરંતુ આ રેલીમાં એક યુવતી પણ જોડાઈ હતી. આ યુવતીના લગ્ન હતા. પીઠી ચોળી ને લગ્નની વિધિ છોડી યુવતી રેલીમાં જોડાઇ હતી Conclusion:હિના ચૌધરી નામની યુવતીએ જણાવ્યું હતું કે લગ્ન તો થોડા સમય પછી પણ થઈ શકે પણ દેશ માટે આ કાયદો ખૂબ જ જરૂરી છે અને આ કાયદાના સમર્થનમાં આ રેલી જરૂરી છે તેથી હું આ રેલીમાં જોડાઈ છું.

બાઈટ : હિના ચૌધરી (વધુ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.