ନୂଆଦିଲ୍ଲୀ: ସାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନ ବନ୍ଦ ପାଇଁ ସୋମବାର ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରାଯିବ। କୋରୋନା ଆତଙ୍କ ପରେ ସେଠାରୁ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଜାରି କରାଯାଇଥିବା ନୂଆ ପିଟିସନ ଆଧାରରେ ଏହାର ବିଚାର କରାଯିବ ।
ଦେଶରେ କୋରୋନା କୋରୋନା ପଜିଟିଭଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମୋଟ ପୀଡିତଙ୍କ ସଂଖ୍ୟା ସର୍ବାଧିକ 72 ହୋଇଥିବା ବେଳେ କେରଳରେ ମୋଟ କୋରୋନା ପୀଡିତଙ୍କ ସଂଖ୍ୟା 52କୁ ବୃଦ୍ଧି ପାଇଛି । ସେହିପରି ସମଗ୍ର ଦେଶରେ କୋରୋନା ପୀଡିତଙ୍କ ସଂଖ୍ୟା 315ରେ ପହଞ୍ଚିଛି ।
@ANI