ETV Bharat / bharat

ଆଜି ସୁପ୍ରିମକୋର୍ଟରେ ଏନଆରସି ମାମଲାର ଶୁଣାଣି - ଆସାମ ଏନଆରସି ଶୁଣାଣି

ଆଜି ଆସାମରେ କାର୍ଯ୍ୟକାରୀ ହୋଇଥିବା ଏନଆରସିକୁ ସମ୍ପୃକ୍ତ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଚୂଡାନ୍ତ ଏନଆରସି ତାଲିକାରେ ବାଦ ପଡିଥିଲେ 40ଲକ୍ଷ ଲୋକ। ଅଧିକ ପଢନ୍ତୁ...

Nrc on Supreme court
ଆଜି ସୁପ୍ରିମକୋର୍ଟରେ ଆସାମ ଏନଆରସି ଶୁଣାଣି
author img

By

Published : Jan 6, 2020, 8:45 AM IST

ଗୌହାଟୀ: ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଆସାମରେ କାର୍ଯ୍ୟକାରୀ ହୋଇଥିବା ଜାତୀୟ ନାଗରିକତା ପଞ୍ଜିକା(ଏଅନଆରସି) ସହ ଜଡିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଆରସି ସଂଯୋଜକ ପ୍ରତୀକ ହାଜେଲାଙ୍କୁ ବଦଳି କରାଯାଇଛି। ବଦଳିର କାରଣ ସ୍ପଷ୍ଟ କରାଯାଇ ନଥିବାବେଳେ, ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥାଏ ବୋଲି କୁହାଯାଉଛି।

ଏହା ସହିତ ଏନଆରସିର ଡାଟାବେସକୁ ଗୋପନୀୟ ରଖିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଆରସି ଡ୍ରାଫ୍ଟର ପୁନଃସମୀକ୍ଷା ପାଇଁ କେନ୍ଦ୍ର ଓ ଆସାମ ସରକାର ଦାବି କରିଥିଲେ ମଧ୍ୟ କୋର୍ଟ ଏହାକୁ ଆଗ୍ରହ୍ୟ କରି ଦେଇଥିଲେ। ପ୍ରକାଶ ପାଇଥିବା ଚୂଡାନ୍ତ ଏନଆରସି ତାଲିକାରୁ 40 ଲକ୍ଷ ଲୋକ ବାଦ ପଡିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.