ETV Bharat / bharat

ବୈବାହିକ ବିବାଦରେ ଉଭୟେ ଦେବେ ଆୟର ସମ୍ପୁର୍ଣ୍ଣ ବିବରଣୀ: ସୁପ୍ରିମକୋର୍ଟ

author img

By

Published : Nov 4, 2020, 12:25 PM IST

ସୁପ୍ରିମକୋର୍ଟଙ୍କ ବଡ ରାୟ । ବୈବାହିକ ବିବାଦରେ ରକ୍ଷଣାବେକ୍ଷଣ ରାଶି ପ୍ରଦାନ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବିସ୍ତୃତ ଗାଇଡଲାଇନ୍ ଜାରି କରିଛନ୍ତି।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ ରାୟ । ବୈବାହିକ ବିବାଦରେ ରକ୍ଷଣାବେକ୍ଷଣ ରାଶି ପ୍ରଦାନ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବିସ୍ତୃତ ଗାଇଡଲାଇନ୍ ଜାରି କରିଛନ୍ତି। ବର୍ତ୍ତମାନ ବିବାଦ କୋର୍ଟକୁ ଯିବା ପରେ ଉଭୟ ପକ୍ଷଙ୍କୁ ସେମାନଙ୍କର ଆୟର ଉତ୍ସ ଏବଂ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ। ଏହାପରେ ହିଁ ରକ୍ଷଣାବେକ୍ଷଣା ପରିମାଣ ସ୍ଥିର ହେବ । ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି।

ସୁପ୍ରିମକୋର୍ଟ ଆଇନଜୀବୀ ଇନ୍ଦୁ ମାଲହୋତ୍ରା ଏବଂ ସୁଭାଷ ରେଡ୍ଡୀଙ୍କ ଏକ ବେଞ୍ଚ ଏହି ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଜାରି ଗାଇଡଲାଇନର ବିଭିନ୍ନ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି । ଅର୍ଥାତ୍ ବିବାଦର ଶୁଣାଣି ବେଳେ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣା ପରିମାଣ ତଥା ଅନ୍ୟାନ୍ୟ ପରିସ୍ଥିତିକୁ ସ୍ପଷ୍ଟ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.