ETV Bharat / bharat

ତେଲେଙ୍ଗାନା ଏନକାଉଣ୍ଟର: ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ - Supreme Court

ତେଲେଙ୍ଗାନା ଏନକାଉଣ୍ଟର ମାମଲାରେ ଜଡିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ତେଲେଙ୍ଗାନା ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ।

Supreme Court dismisses petition
ତେଲେଙ୍ଗାନା ଏନକାଉଣ୍ଟର
author img

By

Published : Dec 18, 2019, 9:47 AM IST

ନୂଆଦିଲ୍ଲୀ: ତେଲେଙ୍ଗାନା ଏନକାଉଣ୍ଟର ମାମଲାରେ ଜଡିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ 4 ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଥିଲେ । ଏହା ବିରୋଧରେ ଦାଖଲ କରାଯାଇଥିବା ଯାଚିକାକୁ ପ୍ରମାଣ ଅଭାବରୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଖଣ୍ଡପୀଠ, ତେଲେଙ୍ଗାନା ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ଉପରେ ପୂର୍ବରୁ ମଧ୍ୟ ଯାଚିକା ଦାଖଲ କରାଯାଇଥିଲା । ଅନ୍ୟପକ୍ଷେ ଏନକାଉଣ୍ଟରର ଯାଞ୍ଚ ପାଇଁ 3ଜଣିଆ ଟିମ୍ ଗଠନ କରାଯାଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.