ETV Bharat / bharat

ବିହାର ଶିଶୁମୃତ୍ୟୁ ଘଟଣା: ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ - supreamcourt

ଏକ୍ୟୁଟ ଏନସାଫାଲାଇଟିସ ସିଣ୍ଡ୍ରୋମ ବା ଏଇଏସ ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟକୁ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jun 24, 2019, 3:31 PM IST

ପାଟନା: ବିହାରରେ ଲାଗି ରହିଥିବା ଶିଶୁମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏକ୍ୟୁଟ ଏନସାଫାଲାଇଟିସ ସିଣ୍ଡ୍ରୋମ ବା ଏଇଏସ ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟକୁ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏଇଏସର ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ରାଜ୍ୟ ସରକାର ନେଇଥିବା ଚିକିତ୍ସା ସୁବିଧା, ପୋଷଣ ଓ ସ୍ବଚ୍ଛତା ଆଦି ସ୍ଥିତିର ଏକ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ନୋଟିସ ଜାରି କରିଛନ୍ତି । ତେବେ ଆଗାମୀ ସାତ ଦିନ ମଧ୍ୟରେ ଏକ ଆଫିଡେଭିଟ୍ ଦାଖଲ କରିବା ସହ ମାମଲାର ଶୁଣାଣି 10 ଦିନ ପରେ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ପ୍ରାଥମିକ ସ୍ତରରେ ଯେଉଁ ସୁବିଧା ଉପଲବ୍ଧ ରହିବା କଥା ତାହା ନଥିବା ହେତୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ତେବେ 2017ରେ ୟୁପିରେ ଏହି ସମସ୍ୟା କାରଣରୁ 1000ରୁ ଊର୍ଦ୍ଧ୍ବ ଶିଶୁ ମୃତ୍ୟୁ ଘଟିଥିବା ନେଇ ଜନସ୍ବାର୍ଥ ମାମଲାରେ ପ୍ରଶ୍ନ କରାଯାଇଥିଲା ।

Intro:ରାଉରକେଲା- ବନ୍ଧମୁଣ୍ଡା ଠାବ ର ଆର ଏସ କାଳନୀ ରେ ବାପା ହ୍ୟାନ୍ଦ ଓରାମ ତାର 5 ବର୍ଷ ର ପୁଅ ଅନୁଗ୍ରହ ଓରାମ କୁ ଛୁରୀ ରେ ଗଲା କାଟି ହତ୍ୟା ପରେ ଶବ କୁ ଖଟ ତଳେ ଫିଙ୍ଗି ଦେଇ ଥିଲା। ପୋଲିସ ଘଟଣା ସ୍ଥଳ କୁ ଆସି ଶବ ଜପଟ କରିଛି।ଫୋରଣସିକ ଟିମ ମଧ୍ୟ ଘଟଣା ର ତଦନ୍ତ କରି ଥିଲା।

Body:ନିଜ ପତ୍ନୀ ର ଚରିତ୍ର ସନ୍ଦେହ କରି ଏହି ଛୁଆ କୁ ସେ ଅବୈଧ ମାନୁ ଥିଲା। ସେହି ପାଇଁ ଆଜି ସକାଳେ ତାର ସ୍ତ୍ରୀ ଝଡ ପାଇଁ ଯାଇ ଥିବା ବେଳେ ଛୁଆ କୁ କାଟି ଦେଇ ଥିଲା ପରେ ପୋଲିସ ତାକୁ ଧରି ଥିଲା।

Conclusion:ଚରିତ୍ର ଉପରେ ସନ୍ଦେହ କରି ନିଜ 5 ବର୍ଷ ପୁଅ କୁ ହତ୍ୟା ଘଟଣା ର ତଦନ୍ତ ପୋଲିସବକରୁଛି
ବାଇଟ-ସିରୁତକ ର ମା
ବାଇଟ-ଉପେନ୍ଦ୍ର ପ୍ରଧାନ,ଆଇ ଆଇ ସି,ବନ୍ଧମୁଣ୍ଡା ଥାନା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.