ETV Bharat / bharat

ସରକାର ଗଢିଲାନି ଶିବସେନା; ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ - ବିଚ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ

ଶିବସେନା ସରକାର ଗଢିନଥିବାରୁ ଜଣେ ସମର୍ଥକ 45 ବର୍ଷୀୟ ରମେଶ ବାଲୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଫଟୋ ସୌଜନ୍ୟ- ଇଟିଭି ଭାରତ
author img

By

Published : Nov 25, 2019, 4:38 AM IST

ମୁମ୍ବାଇ: ମହାରାଷ୍ଟ୍ର ମହାଟ୍ବିଷ୍ଟ ପରେ ଏବେ ରାଜ୍ୟରେ ଚାଲିଛି ରାଜନୈତିକ ହଟଚମଟ । ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ପରେ ଏବେ ଫ୍ଲୋରଟେଷ୍ଟ ନାଟକ ବି ଜାରି ରହିଛି । ସେପଟେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି । ତେବେ ଚିତ୍ର ପୁରା ସ୍ପଷ୍ଟ ନହୋଇଥିଲେ ବି କଂଗ୍ରେସ-ଏନସିପି-ଶିବସେନା ସରକାର ଗଢିବା ନେଇ ଆପ୍ରାଣେ ଉଦ୍ୟମ ଚଳାଇଛନ୍ତି ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ନିର୍ବାଚନ ଫଳାଫଳ ଆସିବାର ଦୀର୍ଘ ଦିନ ପରେ ବି ମେଣ୍ଟ ସରକାର ଗଢିବା ସମ୍ଭବ ହୋଇନଥିଲା । ମୁଖ୍ୟମନ୍ତ୍ରୀ ପଦ ନେଇ ଚୌକି ଟଣାଓଟରା ଭିତରେ ସମର୍ଥକ ମାନେ ବି ଚାତକ ପରି ଚାହିଁ ବସିଥିଲେ ନିଜ ସମର୍ଥିତ ଦଳକୁ ଗାଦିରେ ଦେଖିବାକୁ ।

ତେବେ ଶିବସେନା ସରକାର ଗଢିନଥିବାରୁ ଜଣେ ସମର୍ଥକ 45 ବର୍ଷୀୟ ରମେଶ ବାଲୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବ୍ୟକ୍ତି ଜଣଙ୍କ କେମିତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜଣାନପଡିଥିଲେ ବି ଘଟଣା ଟି ମହାରାଷ୍ଟ୍ରର ୟବାତମାଲ ଅଞ୍ଚଳର ବୋଲି ଜଣାପଡିଛି ।

Intro:Body:शिवसेना सरकार स्थापन न झाल्याने एकाने स्वतःला ब्लेड मारून केला आत्महत्येचा प्रयत्न. या बातमीचा व्हिडिओConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.