ETV Bharat / bharat

ଅନ୍ଧବିଶ୍ବାସର ଅନ୍ଧକାର: ଲୁଣରେ ମୃତଦେହ ପୋତି ଜୀବନ ପାଇବା ଆଶା

ଅନ୍ଧବିଶ୍ବାସର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାରେ । ପାଣିରେ ପଡି ମୃତ୍ୟୁ ହୋଇଥିବା ଦୁଇ ବାଳକଙ୍କ ଜୀବନ ଫେରାଇବା ପାଇଁ ଲୁଣରେ ପୋତିଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 17, 2019, 11:22 AM IST

ମୁମ୍ବାଇ: ଏକବିଂଶ ଶତାବ୍ଦୀର ଏହି ଆଧୁନିକ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଥିବାବେଳେ ଆଜି ବି ଅନେକ ସ୍ଥାନରେ ଘୋଟି ରହିଛି ଅନ୍ଧବିଶ୍ବାସର ଅନ୍ଧକାର । ଯାହାର ବଶବର୍ତ୍ତୀ ହୋଇ ସେ କରି ପକାଏ ଏମିତି କିଛି କାମ ଯାହା ବିଶ୍ବାସର ବହିର୍ଭୁତ । ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାରେ । ଜୀବନ ଫେରିପାଇବା ଆଶାରେ ଡାକ୍ତରଖାନା ଭିତରେ ଦୁଇ ବାଳକଙ୍କୁ ଲୁଣରେ ପୋତିଲେ ପରିବାର ଲୋକେ ।

ସୂଚନା ଅନୁସାରେ ଜଲଗାଁଓ ଜିଲ୍ଲାର ମେହୁଲ ଜଳପ୍ରପାତରେ ପହଁରିବା ପାଇଁ ଯାଇଥିବା ଦୁଇଜଣ ବାଳକ ମହମ୍ମଦ ଓମାର ଜାକି ଅହମଦ(12 ବର୍ଷ) ଓ ମହମ୍ମହ ଅବୁଲୈସ ଜାକି ଅହମଦ(16 ବର୍ଷ)ଙ୍କ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଥିଲା । ତେବେ ଉଭୟଙ୍କ ଜୀବନ ଫେରିବା ଆଶାରେ ଜିଲ୍ଲା ସରକାରୀ ଡାକ୍ତରଖାନାରେ ସେମାନଙ୍କ ମୃତଦେହକୁ ରାତି ସାରା ଲୁଣରେ ଘୋଡାଇ ରଖାଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କାରଣ ମୃତକଙ୍କ ପରିବାର ଲୋକେ ଶୁଣିଥିଲେ ଯେ ଜଣେ ବ୍ୟକ୍ତିର ଯଦି ପାଣିରେ ବୁଡି ମୃତ୍ୟୁ ହୁଏ, ତେବେ ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ ତାର ଜୀବିତ ହେବା ନେଇ ଆଶା ରହିଥାଏ । ପାଣିରେ ବୁଡିଥିବା ଲୋକକୁ ଯଦି ଅଧା କ୍ବିଣ୍ଟାଲ ଲୁଣରେ ଘୋଡାଇ ରଖାଯାଏ, ତେବେ ତାର ଜୀବନ ଫେରିବ । ଏହି କଥାକୁ ବିଶ୍ବାସ କରି ଘର ଲୋକେ ବାଳକଙ୍କ ମୃତଦେହକୁ ଲୁଣରେ ଘୋଡାଇ ରଖିବାକୁ ଚାହିଁଥିଲେ । ରାତି ସମୟ ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା । ତେଣୁ ଡାକ୍ତର ମଧ୍ୟ ପରିବାର ଲୋକଙ୍କୁ ଏଥିପାଇଁ ଅନୁମତି ଦେଇଦେଇଥିଲେ । ଏହାପରେ ରାତି ସାରା ଜୀବନ ଫେରିବା ଆଶାରା ଉଭୟ ନାବାଳକଙ୍କ ମୃତଦେହକୁ ଲୁଣରେ ଘୋଡାଇ ରଖିଥିଲେ ପରିବାର ଲୋକେ ।

କିନ୍ତୁ ଅନ୍ଧବିଶ୍ବାସ କେବେ କାହାକୁ ନା ଜୀବନ ଦେଇଛି ନା ଦେଇ ପାରିବ । ଏଠାରେ ମଧ୍ୟ ସମାନ ଘଟଣା ଘଟିଥିଲା ଓ ଶେଷରେ କୋହଭରା ଚିତ୍କାର କରି ଉଠିଥିଲେ ପରିବାର ଲୋକେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏପରି କାର୍ଯ୍ୟ ପାଇଁ ଉଚ୍ଚ ଶିକ୍ଷିତ ଡାକ୍ତର ମଧ୍ୟ ଅନୁମତି ଦେଲେ କିପରି ?

Intro:जळगाव
लोकांच्या मनावर असलेला अंधश्रद्धेचा पगडा अजूनही जाता जात नसल्याचे जिवंत उदाहरण जळगावात पाहायला मिळाले आहे. तलावाच्या पाण्यात बुडून मृत्यू पावलेली दोन मुले पुन्हा जिवंत होतील, या आशेने त्यांचे मृतदेह चक्क दीड क्विंटल मिठात रात्रभर ठेवण्यात आले. समाजमाध्यमावरील एका संदेशाचा आधार घेत जळगाव जिल्हा रुग्णालयात अंधश्रद्धेला खतपाणी घालणारा हा धक्कादायक प्रकार घडला आहे.Body:जळगाव शहरातील मेहरूण तलावाच्या पाण्यात पोहण्यासाठी गेलेले महंमद उमेर जकी अहमद (वय १२) आणि महंमद अबूलैस जकी अहमद (वय १६) हे दोघे सख्खे भावंडे बुडून मरण पावले होते. ही भावंडे पुन्हा जिवंत होतील या भाबड्या आशेने त्यांच्या पार्थिवावर अघोरी उपाय करण्यात आल्याचा धक्कादायक प्रकार जिल्हा सरकारी रुग्णालयाच्या शवविच्छेदन कक्षात पाहायला मिळाला. ''एखाद्या व्यक्तीचा बुडून मृत्यू झाल्यावर तीन ते चार तासांत त्याचा मृतदेह हाती आला. तरी तो व्यक्ती जिवंत होऊ शकतो'', असा दावा करणारा एक संदेश समाजमाध्यमावर फिरत होता. पाण्यात बुडून मृत्यू झालेल्या व्यक्तीच्या मृतदेहावर दीड क्विंटल जाड मीठ टाकून काही तास तसेच ठेवले तर ती मृत व्यक्ती जिवंत होते, असा दावा या संदेशात करण्यात आला आहे. याच संदेशाचा आधार घेत मृत्यू झालेल्या दोन्ही बालकांच्या नातेवाईकांनी जिल्हा रुग्णालयातील वैद्यकीय अधिकाऱ्यांना हा प्रकार करण्याची विनंती केली. असेही रात्रीची वेळ असल्याने मृतदेहांवर विच्छेदन होणार नव्हते. म्हणून वैद्यकीय अधिकाऱ्यांनी मृतांच्या नातेवाईकांना त्याची परवानगी दिली. त्यानुसार मृत्यू पावलेल्या महंमद उमेर जकी अहमद आणि महंमद अबूलैस जकी अहमद यांचे मृतदेह रात्रभर मिठात ठेवण्यात आले.Conclusion:समाजमाध्यमावरील संदेशात मृत्यू झालेली व्यक्ती ४ तासात पुन्हा जिवंत होते, असा उल्लेख केलेला होता. म्हणून दोन्ही मुले जिवंत होतील, यासाठी ४ तास प्रतीक्षा करण्यात आली. परंतु, तसे झाले नाही. शेवटी मुलांच्या कुटुंबीयांनी हृदय पिळवटून टाकणारा आक्रोश केला. या साऱ्या प्रकारामुळे जिल्हा रुग्णालयाचा कारभार संशयाच्या घेऱ्यात आला आहे.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.